Yearly Archives

2021

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ ପରିବାକୁ କଣ୍ଟାମାଳ ସାମ୍ବାଦିକ ସଂଘର ସହାୟତା

କଣ୍ଟାମାଳ,୨୮/୬ - ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବାସହ ସହାୟତା ପ୍ରଦାନ
Read More...

ଯୁବ ଓ଼ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି – ଡ଼. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ପ୍ରବକ୍ତା

ସମ୍ବଲପୁର,୨୮/୬- ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ୩୦ ଜ଼ିଲ୍ଲା ପାଇଁ ନୁଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବେଳେ ଏହି ଜ଼ିଲ୍ଲାଗୁଡିକୁ ନେଇ ୬ଟି ଜୋନ କରାଯାଇ ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ ଜରାଯାଇଛି । ପୁଣି ବିଜୁ ମହିଳା ଜନତା ଦଳର
Read More...

ମହାନଦୀ ଗର୍ଭରେ ଜଳଭଣ୍ଡାର ପାଇଁ ଅନୁଧ୍ୟାନ

ସମ୍ବଲପୁର,୨୮/୬- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱକାଳ ଶାସନରେ ରହିଲା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡରେ ମହନଦୀରେ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ଚିନ୍ତା ପଶିଛି । ଏ ବିଷୟରେ ରାଜ୍ୟ ଜଳ ସଂସାଧନ ବିଭାଗୀୟ ସୂତ୍ରରୁ ହସ୍ତଗତ ଏକ ସୂଚନା ଅନୁସାରେ ଏଥିପାଇଁ ଏ ଦିଗରେ ଅନୁଧ୍ୟାନ
Read More...

୧୧୦ ଟପିଲା ପେଟ୍ରୋଲ ଲିଟର, ଜାଣନ୍ତୁ କେଉଁଠି

ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨
Read More...

ଟ୍ରିପଲ ମର୍ଡର : ବ୍ୟବସାୟୀଙ୍କ ଘରେ ପଶି ଗୁଳିମାରିଲେ ଦୁର୍ବୃତ୍ତ

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ।ରବିବାର ବିଳମ୍ବିତ ରାତିରେ ଏଠାରେ କିଛି ଦୁର୍ବୃତ୍ତଏକ କପଡା ବ୍ୟବସାୟୀଙ୍କ ଘରେ ପ୍ରବେଶ କରି ଗୁଳି ଚଳାଇଥିଲେ । ଏଥିରେ ବ୍ୟବସାୟୀ ଏବଂ ତାଙ୍କର ଦୁଇ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବ୍ୟବସାୟୀଙ୍କ
Read More...

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର:   ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ।ସୂଚନା ଅନୁସାରେ, ବହଳଦା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ଟ୍ରକ୍ ଧକ୍କାରେ ଜଣେ
Read More...

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ : ପୁଣି ୪୩ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,୨୭/୬- ବରିଷ୍ଠ ସାମ୍ବାଦିକ ତଥା ନେତା ଲାଇଫଲାଇନର ସଂପାଦକ ଜୀମୂତ ବାହନ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଛନ୍ତି । ଶ୍ରୀ ମଙ୍ଗରାଜ ଆଜି ଅପରାହ୍ନ ସାଢେ ୫ଟାରେ ନିଜଗ୍ରାମ ଖୋର୍ଦ୍ଧା ବରୁଣେଇ ଯାଇ ଭୁବନେଶ୍ୱର ଫେରିବା ସମୟରେ ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ
Read More...