ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ, ୨ ଗୁରୁତର
ରାୟଗଡ,୨୭/୬- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଧିନସ୍ଥ ଚାଂଚଡାଗୁଡା ଗ୍ରାମ ପଞ୍ଚାୟତସ୍ଥିତ କେରାଣ୍ଡିଗୁଡା ଗ୍ରାମଠାରେ ବଜ୍ରାଘାତ ଯୋଗୁଁ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସହ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଆଜି ଅପରାହ୍ନ ୩ଟା ସମୟରେ କେରାଣ୍ଡିଗୁଡା ଠାରେ କାଳିପୋଙ୍ଗା!-->…
Read More...
Read More...