Yearly Archives

2021

ଖଜୁରୀପତ୍ର କୁଡ଼ିଆରେ ବିତୁଛି ଅସହାୟଙ୍କ ଜୀବନ

ବୌଦ୍ଧ/ଜହ୍ନାପଙ୍କ,୨୬/୬- ମା କୁ ସମ୍ମାନ ଓ ଗାଁକୁ କାମ ପାଥେୟ କରି ରାଜ୍ୟ ସରକାର ମମତା ଯୋଜନାଠାରୁ ଆରମ୍ଭକରି ହରିଶ୍ଚନ୍ଦ୍ର ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ ଯୋଜନା ଭୂମିହୀନ, ଜମିହୀନ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପ୍ରକୃତ
Read More...

ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ପି.କ୍ରିଷ୍ଣ ।ଙ୍କ ଜନ୍ମ ଦିବସରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଗଜପତି,୨୬/୬- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠ ନିରାକରଣ କେନ୍ଦ୍ର ଠରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ପି. କ୍ରିଷ୍ଣ ।ଙ୍କ ଜନ୍ମ ତିଥିରେ ଆଜି ବିଜେପି ଯୁବ ମୋର୍ଚ୍ଚା ଯୁବ ସଭାପତି
Read More...

ମେଧାବୀ ଛାତ୍ର ଶୁଭମ ଚାନ୍ଦଙ୍କ ହୃଦଘାତରେ ପରଲୋକ

ସୋନପୁର,୨୬/୬- ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ରଥିପଡାର ଶୁଭମ କୁମାର ଚାନ୍ଦ(୨୩)ଙ୍କ ହୃଦଘାତରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଗତ ଗୁରୁବାରଦିନ ପରଲୋକ ହୋଇଯାଇଛି । ସେ ଜଣେ ବିଜ୍ଞାନ ମେଧାବୀ ଛାତ୍ର ଥିଲେ । ମେଟ୍ରିକରୁ ଏମ୍‌ ଏ ସି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ
Read More...

ବୌଦ୍ଧଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା

ବୌଦ୍ଧ,୨୬/୬- ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା । ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଓ ଜିଲ୍ଲା ଟୀକାକରଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମଙ୍କ ଉପସ୍ଥିତିରେ ଏହି ଟୀକାକରଣ କରାଯାଇଥିଲା । କରୋନା ମହାମାରୀର
Read More...

ଚାଲିଗଲେ ନାଟ୍ୟ ନିର୍ଦ୍ଦେଶକ ଲାଲା ସାର୍‌

ଦଶପଲ୍ଲା,୨୬/୬ :- ଚାଲିଗଲେ ଲାଲା ସାର୍‌ । ଦଶପଲ୍ଲା ପଶ୍ଚିମାଞ୍ଚଳର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସ୍ୱନାମଧନ୍ୟ କଳାକାର ଦୀପକ କୁମାର ଷଡ଼ଙ୍ଗୀ ( ଲାଲା ସାର୍‌ ) ଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଜି ରାତି ୨ ଘଟିକା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ
Read More...

କରୋନା ଯୋଦ୍ଧା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଗାର୍ଡ ଅଫ ଅନର

ଫୁଲବାଣୀ/ବାଲିଗୁଡା,୨୬/୬ - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା
Read More...

ଦୁର୍ଘଟଣା ପରେ ସାମ୍ବାଦିକଙ୍କ ମୃତ୍ୟୁ

ଫୁଲବାଣୀ,୨୬/୬ - କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସି ଅନ୍ତର୍ଗତ ଦୁଗୁରିପଡି ଗ୍ରାମର ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଆଜି ମୃତ୍ୟୁ ଘଟିଛି । ସେ ନବୀନ ସାପ୍ତାହିକ ଖବର କାଗଜ ବ୍ଲକ ସମ୍ବାଦଦାତା ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ତାଙ୍କର
Read More...

ନିର୍ମାଣାଧୀନ ସ୍ତମ୍ଭ ତଳେ ଆବର୍ଜନାର ସ୍ତୁପ

ସମ୍ବଲପୁର,୨୬/୬- ରେଲୱେ ଓଭର ବ୍ରିଜ (ଆରଓବି) ପାଇଁ ନିର୍ମାଣାଧୀନ କଂକ୍ରିଟ ସ୍ତମ୍ଭର ପାଦଦେଶରେ ଆବର୍ଜନାର ସ୍ତୁପ ଜମା ହୋଇଗଲାଣି । ସ୍ଥାନୀୟ କ୍ଷେତରାଜପୁର ଠାରେ ଲୋକଙ୍କ ସୁବିଧା ପାଇଁ ଓଭର ବ୍ରିଜ ନିର୍ମାଣ ସ୍ଥଳରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ନିବାସୀ ଓ
Read More...

ବୌଦ୍ଧ: ଗ୍ରାମାଞ୍ଚଳରେ ବଢିଛି କରୋନା ଗ୍ରାଫ, ଆଜି ଜିଲ୍ଲାରୁ ୩୩ ସଂକ୍ରମିତ

ବୌଦ୍ଧ,୨୬/୬- ଆଜି ବୌଦ୍ଧ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୪ ଜଣ, ହରଭଙ୍ଗା ବ୍ଲକରୁ ୧୦ ଜଣ,
Read More...