Yearly Archives

2021

ଶତପ୍ରତିଶତ ଫଳାଫଳ ନେଇ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚର୍ଚ୍ଚାରେ

ଫୁଲବାଣୀ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ବିଦ୍ୟାଳୟର ପାସହାର ଶତ ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପ୍ପର ଭାବେ ଏ୧ –
Read More...

ଆଜି ମହାନଦୀର ଭାଗ୍ୟ ପରୀକ୍ଷା

କଟକ: ଆଜି ୨୧ତମ ମହାନଦୀ ଜଳବିବାଦ ଶୁଣାଣି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ . ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶୁଣାଣି ହେବ । କରୋନା ପାଇଁ ଗତ
Read More...

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା , ଗୁରୁତର ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାର

କେନ୍ଦ୍ରାପଡା:  ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ୩ ବର୍ଶର ଶିଶୁ ପୁତ୍ର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତା ପାଖରେ ।ସୂଚନା ଅନୁସାରେ,
Read More...

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା, ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଆଜି ପୁଣି ବଢିଛି । ସେହିପରି ରାଜ୍ୟରେ ମୃତ୍ୟୁସଂଖ୍ୟା କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ
Read More...

ଏବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଚଳିତ ବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।  ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟାୟାନ କରାଯାଇ ବୋର୍ଡ ରେଜଲ୍ଟ ଘୋଷଣା କରିବା ପରେ ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରିଛି ବୋର୍ଡ । ନମ୍ବରରେ ଅସନ୍ତୁଷ୍ଟ, ଫେଲ୍‌ ହୋଇଥିବା ଏବଂ ଫର୍ମ ପୂରଣ
Read More...

ପାସ୍‌ ହାରରେ ରେକର୍ଡ଼ ଭାଙ୍ଗିଲା ନୟାଗଡ଼

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ଚଳିତ ବର୍ଷ ପାସହାର ରେକର୍ଡ ସୃଷ୍ଟି କରିଛି । ରେଗୁଲାର ପାସ ହାର ୯୮.୧୭ ପ୍ରତିଶତ ରହିଥିବା ବେଳେ ଏକ୍ସ-ରେଗୁଲାର ୯୨ ପ୍ରତିଶତ ରହିଛି । ଚଳିତ ବର୍ଷ ୨୩୧ ଗୋଟି ହାଇସ୍କୁଲର ୧୨ ହଜାର ୫୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ଫିଲଅପ୍‌ କରିଥିଲେ ।
Read More...