ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତରେ ବାଧା
ବୌଦ୍ଧ/ବାଉଁଶୁଣୀ,୨୫/୬:- ବୌଦ୍ଧବ୍ଲକ ଶଗଡାରୁ ଝଗଡୁଗାଡିଆ ରାସ୍ତା ଏବେ ଶୋଚନୀୟ ହୋଇପଡିଛି । ଟିକିଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି । ଅଲଗା କୌଣସି ରାସ୍ତା ନ ଥିବାରୁ ପ୍ରାୟ ୨ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ । ରୁଗୁଡ଼ାଗୁଡା, ଝଗଡୁଗାଡିଆ, ଯୁନାନି,!-->…
Read More...
Read More...