Yearly Archives

2021

ଦୁର୍ଦ୍ଦିିନରେ ଦଶପଲ୍ଲା ବ୍ଲକର ପରିବା ଚାଷୀ

ଦଶପଲ୍ଲା,୨୨/୬- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ହଜାର ହଜାର ଏକର ପଦର ଜମିରେ ଚାଷୀମାନେ ବର୍ଷା ଋତୁରେ ପରିବା ଚାଷ କରିଥାନ୍ତି । ପ୍ରତିଦିନ ଶହଶହ ଟ୍ରକ ପରିବା ପୁରୀ, କଟକ , ଭୁବନେଶ୍ୱର, ଖୋର୍ଦ୍ଧା, ବାଲୁଗାଁ ଭଳି ସହରକୁ ରପ୍ତାନୀ ହୋଇଥାଏ । ଏହି ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ
Read More...

ପାଟଣାଗଡର ନାଗରିକ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା , ସହରର ଉନ୍ନତି ମୂଳକ କାର୍ଯ୍ୟପାଇଁ ନାଗରିକ କମିଟି ଗଠିତ

ପାଟଣାଗଡ,୨୨/୬଼ - ପାଟଣାଗଡ଼ ସହରର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ବ୍ୟକ୍ତି ବିଶେଷ , ଶିକ୍ଷାବିତ , ଅବସରପ୍ରାପ୍ତ , ସାମ୍ବାଦିକ , ରାଜନୈତିକ ଆଦି ବ୍ୟକ୍ତି ସମୁହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ କୁମାର
Read More...

ନିର୍ବାଚନୀ ପ୍ରତିଶୃତି ପୂରଣକଲା ଯୋଡ଼ା ଟ୍ରକ ଓନର୍ସ ଆସୋସିଏସନ

ଯୋଡା,୨୨/୬- ମଣିଷ ଦୁନିଆରେ ଜନ୍ମ ନେଇଛି ସତ ହେଲେ କେତେବେଳେ କାହାର ଜୀବନ ଚାଲିଯିବ କେହି କହିପାରିବେ ନାହିଁ । ଶତ ଚେଷ୍ଟା କରିମଧ୍ୟ କେହି କେବେ କାହାକୁ ଜୀବନ ଦେଇପାରିବ ନାହିଁକି ନେଇବି ପାରିବନାହିଁ । ସବୁ ସେହି ସୃଷ୍ଟିକର୍ତ୍ତାଙ୍କ ନିର୍ଦ୍ଦେଶ । ସାରାବିଶ୍ୱକୁ କରୋନା ରୂପି ମହାମାରୀ
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୪୭ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧ ଏନଏସିରୁ ଶୂନ, ସମସ୍ତ ପଜିଟିଭ ଗ୍ରାମାଞ୍ଚଳରୁ

ବୌଦ୍ଧ,୨୨/୬- ଆଜି ବୌଦ୍ଧ ଜିଲ୍ଲାରେ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧସହରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ
Read More...

ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକ

ବଲିଗୁଡା : ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ । ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀ ସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ
Read More...

କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡ଼ା.: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତର ପାଲକି ପଦର ଓ ଗୁମା ପଞ୍ଚାୟତର ଡୁପି ଓ ମାଦାଗୁଡା ପଞ୍ଚାୟତର ପବନ ଗାଁ ରେ ବସବାସ
Read More...

ଚାଞ୍ଚେଡ଼ି ସରପଞ୍ଚଙ୍କୁ ମାଡ଼ ଅଭିଯୋଗ,ଥାନାରେ ମାମଲା ରୁଜୁ

ବାଲିଗୁଡ଼ା: କମ୍‌ ବୟସର ଦାଦନ ଶ୍ରମିକଙ୍କୁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କ.ନୂଆଗାଁ ବ୍ଲକ୍‌ ଚାଞ୍ଚେଡ଼ି ପଞ୍ଚାୟତରେ । ସୂଚନା ପ୍ରକାରେ ଆଜି କେରଳରୁ ଏକ ବସ୍‌ ଆସି ରାଇକିଆ, କ.ନୂଆଗାଁ, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଆଦି
Read More...