Sign in
Sign in
Recover your password.
A password will be e-mailed to you.
Yearly Archives
2021
ଲକଡାଉନ ବଢାଇଛି ବୁଣାକାରଙ୍କ ପେଟପାଟଣା ଚିନ୍ତା
ଜହ୍ନାପଙ୍କ,୨୦/୬- ଶହ ଶହ ବର୍ଷ ଧରି ସମ୍ବଲପୁରୀ ବସ୍ତ୍ରର ଆଦର ରହିଆସିଛି । ସାଧାରଣତଃ ଭୁଲିଆ ଜାତିରଲୋକ ଏହାକୁ କୌଳିକ ବୃତ୍ତି ରୂପେ ଗ୍ରହଣ କରି ଆସିଛନ୍ତି । ଭୁଲିଆ ଜାତିର ବୁଣାକାରମାନେ ମଠା, ସମ୍ବଲପୁରୀ ଓ ମୋଟା ସୂତାରେ ଦୈନିକ ଗୃହ ବ୍ୟବହୃତ ପରଦା, ବେଡ଼ସିଟ, ଧୋତି, ଲୁଙ୍ଗି, ଚାଦର!-->…
Read More...
Read More...
ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ବ୍ଲକ ପ୍ରଶାସନ
ବୌଦ୍ଧ,୨୦/୬- ଆଜି କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମକୁ ଯାଇ ଓଡିଶା ଭାସ୍କରର ସମ୍ବାଦଦାତା ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ!-->…
Read More...
Read More...
୩ ଅନାଥ ଶିଶୁଙ୍କୁ ମାରୁତି ସେନା ପକ୍ଷରୁ ରାସନ୍ ସାମଗ୍ରୀ ବଣ୍ଟନ
ହରଭଙ୍ଗା,୨୦/୬ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାହାଲୀ ଗ୍ରାମର ସପ୍ତେଶ୍ୱର ମହାଲିକଙ୍କ ଜୁନ୍ ୧୫ରେ ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ ଶକୁନ୍ତଳା ମହାଲିକଙ୍କ ୩ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି । ବର୍ତ୍ତମାନ ତାଙ୍କର ୩ ଶିଶୁ ଅନାଥ ହୋଇଯାଇଛନ୍ତି । ସପ୍ତେଶ୍ୱରଙ୍କ ତିନି ଅନାଥ!-->…
Read More...
Read More...
ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ତପୁଙ୍କ ସ୍ମୃତିରେ ମଧ୍ୟରାତ୍ର ଆଭାସି ଶୋକସଭା
ଡାଲାସ/ଟରୋଣ୍ଟୋ/ଲଣ୍ଡନ/ଆବୁଧାବି/ଦୁବାଇ/ଅହମଦାବାଦ/କୋଲକାତା/ଭୁବନେଶ୍ୱର/କଟକ, ୨୦/୬- ବିଶିଷ୍ଟ କଣ୍ଠଶଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ବିଶ୍ୱ ଓଡ଼ିଶା ସମାଜ ତରଫରୁ ଏକ ଆନ୍ତର୍ଜାତିକ ଆଭାସି ଶୋକସଭା ଆୟୋଜନ କରାଯାଇଥିଲା । ତପୁଙ୍କର ଇହଲୀଳା ତ୍ୟାଗର ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆୟୋଜନ!-->…
Read More...
Read More...
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
ଦଶପଲ୍ଲା,୨୦/୬- ଦଶପଲ୍ଲାର ବଣପାହାଡ ଘେରା ଚଢେୟାପଲ୍ଲୀ ଓ କଳଷାଖମଣ ଅଂଚଳରେ , ଶିଶୁକନ୍ୟା ହତ୍ୟା ଘଟଣାର ପର୍ଦ୍ଦାଫାଶ ହେବା ପରେ ଆଜି ପୁଣି ଘଟିଛି ଏକ ହତ୍ୟା ଘଟଣା । ପ୍ରାପ୍ତସୂଚନା ଅନୁସାରେ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବାମ୍ ଗ୍ରାମର( କଲୋନୀ ସାହି) ରାଧାମୋହନ ନାଏକ (୫୨)!-->…
Read More...
Read More...
କଣ୍ଟାମାଳ ବ୍ଲକରେ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗ ଅର୍ଥର ଦୂରୁପଯୋଗ ଅଭିଯୋଗ ! ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି…
କଣ୍ଟାମାଳ,୨୦/୬- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ବିକାଶ ଯୋଜନାରେ ଆଲୋକୀକରଣରେ ଗ୍ରାମ ପଞ୍ଚାୟତ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଦେଉଥିଲେ ହେଁ ପଞ୍ଚାୟତ ଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଥିବା ହେତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକର!-->…
Read More...
Read More...
ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ତରଫରୁ ପାରଳାରେ ରିକ୍ସା ଚାଳକଙ୍କୁ ରାସନ ବଣ୍ଟନ
ଗଜପତି ,୨୦/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ରିକ୍ସାଚାଳକଙ୍କୁ ରାସନ ସାମଗ୍ରୀ ସମେତ ପୋଷାକ ଆଦି ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସରକାରଙ୍କ ଦ୍ୱାରା କଟକଣା ଜାରି କରା ଯାଇଛି ।!-->…
Read More...
Read More...
ହରଭଙ୍ଗା ବ୍ଲକରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ : ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ୍ ଆନ୍ଦୋଳନ ଚେତାବନୀ
ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଟିଝାର ଆମ୍ବତୋଟା ଠାରେ ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧଜିଲ୍ଲା ସଭାପତି ବିପିନ୍ ବିହାରି ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଆଇନ୍ ଭିତରେ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...