ବୌଦ୍ଧ: ପୁଣି ୫ମିନିଟ୍ରେ ସରିଗଲା ୧୮ଶହ ସ୍ଲଟ ବୁକିଙ୍ଗ, ପହଞ୍ଚିଲାଣି ଆହୁରି ଟିକା, ବ୍ଲକସ୍ତରରେ ହେବ ଟିକାକରଣ
ବୌଦ୍ଧ,୨୦/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତାକାଲି ହେବ । ଆଜି (ରବିବାର) ଦିନ ୧ଘଣ୍ଟା ସମୟରେ ସ୍ଲଟ ଖୋଲାଯିବାପରେ ୫ମିନିଟରେ ମଧ୍ୟରେ ୨୧, ୨୨ ଓ ୨୩ ତାରିଖ ପାଇଁ ଧାର୍ଯ୍ୟ ପ୍ରତ୍ୟେକ ଦିନର ୬୦୦ ଲେଖାଏଁ ଟିକା ବୁକିଙ୍ଗ ଶେଷ!-->…
Read More...
Read More...