Yearly Archives

2021

ବଲାଙ୍ଗୀର ଓଁକାରେଶ୍ୱର ମହାଦେବଙ୍କ ବିବାହ ସମ୍ପନ୍ନ

ବଲାଙ୍ଗୀର,୧୭/୬- ବଲାଙ୍ଗୀର ରେଲୱେ ଷ୍ଟେସନ ପାଖ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ କୋଭିଡ ନିୟମକୁ ମାନି ଏହି ବିବାହ କାର୍ଯ୍ୟରେ କିଛି ଭକ୍ତ ଉପସ୍ଥିତ ଥିଲେ । ପୂଜାରେ
Read More...

ଭାଇ ଟିକେ ହାଉଲେ ଚାଲ୍‌-ଭଲ ନାହିଁ ରାସ୍ତାର ହାଲ୍‌ : କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାମାଳ,୧୭/୬- ବୌଦ୍ଧଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ପୂର୍ତ୍ତବିଭାଗ ଦ୍ୱାରା ଏହି ରାସ୍ତାର
Read More...

ପିତା ମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ଶିଶୁ ପାଖରେ ପହଂଚିଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ହରଭଙ୍ଗା ବ୍ଲକ୍‌ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ତିନି ବିଲା ଅସହାୟ ହୋଇପଡିଥିଲେ । ଏହି ତିନି ଅସହାୟ ଶିଶୁଙ୍କ ପାଖରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ନେତୃତ୍ୱ ରେ ଜିଲ୍ଲା ଶିଶୁ
Read More...

କଟକଣା କୋହଳ ନ ହେଉଣୁ ଜନଗହଳି ହେଲାଣି

ସମ୍ବଲପୁର : କରୋନା କଟକଣା ନାଁ ରେ ବାରମ୍ବାର ଲକଡାଉନ ଓ ସଟଡାଉନ ପାଇଁ ଅଧିକାଂଶ ଲୋକମାନେ ଅତିଷ୍ଠ ହେଲାପରି ପ୍ରତିକ୍ରିୟା ଦେଇଥାନ୍ତି, ଯଦିଓ ଏହା ଦ୍ୱାରା ସେମାନେ ସୁରକ୍ଷିତ ରହୁଛନ୍ତି । ଲୋକଙ୍କ ଏହିପରି ଅଧୈର୍ଯ୍ୟ ଓ ଅସହିଷ୍ଣୁ ହେବାର ଚାକ୍ଷୁଷ ପ୍ରମାଣ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ
Read More...

ନିଆରା ଢଙ୍ଗରେ ରଜ ପାଳିଲେ ତହସିଲଦାର

ଚଣ୍ଡିଖୋଲ : ବଡଚଣା ବ୍ଲକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ସୋଲର ପଞ୍ଚାୟତ ପାଇକରାପୁର ସ୍ଥିତ ସେବକ ଜରାଶ୍ରମରେ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଜ ପାଳିଛନ୍ତି । ରଜର ତୃତୀୟ ଦିନରେ ତହସିଲଦାର ଶ୍ରୀ ସେଠୀ ଜରାଶ୍ରମରେ ଡାଳିମ୍ବ, ସେଓ ସହ ଅନ୍ୟାନ୍ୟ ଫଳ, ବିସ୍କୁଟ, ଚୁଡା ସହ ମାସ୍କ ଆଦି
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା
Read More...

ଜନ୍ମଦିନରେ ରକ୍ତଦାନ କଲେ ସ୍ୱେଚ୍ଛାସେବୀ ଅଭିମନ୍ୟୁ

ବୌଦ୍ଧ,୧୭/୦୬ – ବର୍ତ୍ତମାନ କୋରନା ମହାମାରୀ ଜନଜୀବନକୁ ନାନାଦି ସଙ୍କଟରେ ପକାଉଛି । ଏହି ମହାମାରୀ ସମୟରେ ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ତଥା ବୌଦ୍ଧ ଗର୍ଜନ ସେନାର କର୍ମକର୍ତ୍ତା ଅଭିମନ୍ୟୁ ପ୍ରଧାନ ନିଜର ଜନ୍ମ ଦିନକୁ ନିଆରା
Read More...

୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି । ସହରର ୮ ଟି କେନ୍ଦ୍ରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ସେଗୁଡିକ ହେଲା ଜିଲ୍ଲା ମୁଖ୍ୟ
Read More...