Yearly Archives

2021

ଗୋହତ୍ୟା ବନ୍ଦ ପାଇଁ ବଜରଙ୍ଗ ଦଳ ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

ସମ୍ବଲପୁର,୧୭/୬- ସମ୍ବଲପୁର ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବଢ଼ି ଚାଲିଥିବା ଗୋହତ୍ୟା ବିଷୟରେ ବଜରଙ୍ଗ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇବାସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଥିପାଇଁ ପୂର୍ବରୁ
Read More...

ନାବାଳିକା ‘ବେବି’ ନିଖୋଜ ଘଟଣାର ପର୍ଦ୍ଦାଫାଶ: ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ଦଶପଲ୍ଲା,୧୭/୬:- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ‘ବେବି' ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୫ମ ଦିନରେ ପୋଲିସକୁ ମିଳିଛି ସଫଳତା । ପୋଲିସ ' ବେବି 'ର ମୃତ ଗଳିତ ଶବକୁ ଉଦ୍ଧାର କରିଥିବା ବେଳେ ଘଟଣାରେ
Read More...

ଜୁଲାଇ ଶେଷ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ  । ଏନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ଅପରପକ୍ଷରେ ପରୀକ୍ଷା ଫଳ କେଉଁ ଆଧାରରେ ହେବ ସେ ସଂକ୍ରାନ୍ତରେ ବି ସବିଶେଷ ତଥ୍ୟ ଦିଆଯାଇଛି  । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ
Read More...

ଗଜପତିରେ ଆଜି ୧୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ,କାଶୀନଗର ବ୍ଳକରୁ ୮ ଜଣ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ ୨ ଜଣ, ରାୟଗଡ଼ା ବ୍ଳକରୁ ୨ ଜଣ, ଗଞ୍ଜାମ
Read More...

କରୋନା ଉଜାଡି ଦେଲା ଜୀବନଜୀବିକା , ଦୁର୍ଦ୍ଦିନରେ ବାଉଁଶ କାରୀଗର

ଦଶପଲ୍ଲା :କରୋନା ଉଜାଡି ଦେଲା ଜୀବନ ଜୀବିକା । ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚ଼ାୟତର ୨୫ଟି ବାଉଁଶ କାରିଗର ପରିବାର ।ଦିନେ ଏମାନଙ୍କ ହାତ ତିଆରି ରଙ୍ଗ ବେରଙ୍ଗର ବାଉଁଶ ଟୋପି, ତଲେଇ, ଫୁଲ ତୋଳା, ଚାଂଗୁଡି, କୁଲା ଇତ୍ୟାଦି ଲୋକମାନଙ୍କର ମନ
Read More...

ବୌଦ୍ଧଜିଲ୍ଲା :ସଂକ୍ରମିତ ସଂଖ୍ୟା ୮୪, କେବଳ ହରଭଙ୍ଗା ବ୍ଲକରୁ ୫୮ ଜଣ

ବୌଦ୍ଧ,୧୭/୬ - ଆଜି ପୁଣି ଗୋଟିଏ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ୮୪ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ହରଭଙ୍ଗା ବ୍ଲକ୍‌ ଅଞ୍ଚଳରୁ ହିଁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ଲକର ବନ୍ଧାପଥର ଗ୍ରାମରୁ ୨୦ ଜଣ ସର୍ବାଧିକ ଓ କରଞ୍ଜକଟା ଗ୍ରାମ ପଞ୍ଚାୟତ
Read More...

କାର ଦୁର୍ଘଟଣାରେ ଜଣେ ମୃତ,୨ ଆହତ

ସମ୍ବଲପୁର : ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଗତକାଲି ଜଣଙ୍କର ମୃତ୍ୟୁ ସହିତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ନିକଟସ୍ଥ ରେଙ୍ଗାଲୀ ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇବା ସହିତ କ୍ଷତିଗ୍ରସ୍ତ କାର ଭିତରୁ ମୃତଦେହ ଉଦ୍ଧାର କରି ପଞ୍ଚନାମା ପରେ
Read More...

ଶୀତଳଷଷ୍ଠୀ ଯାତ୍ରା : ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ

ସମ୍ବଲପୁର : କରୋନା କଟକଣା ସତ୍ତେ୍ୱ ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଏଠାରେ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେଲା ପରେ ଆଜି ସ୍ୱମନ୍ଦିରରେ ନବବିବାହିତା ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ ଦେଖାଦେଇଛି । ଗତ ରାତି ବେଶ ଅସରାଏ ବର୍ଷା ହୋଇଥିବା ସତ୍ତେ୍ୱ ଆଜି ସକାଳୁ
Read More...