ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍ ହେଲେ ସତ୍ୟ ନାଡେଲା
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ବୁଧବାର ଦିନ କମ୍ପାନୀର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଜନ୍ ଥମ୍ପସନଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ବିଜ୍ଞପ୍ତିରେ କୁହାଯାଇଛି!-->!-->!-->…
Read More...
Read More...