Yearly Archives

2021

ପୁଲିସକୁ ବଡ ସଫଳତା : ଏନ୍‌କାଉଣ୍ଟରରେ ୬ ନକ୍ସଲ ମୃତ

ବିଶାଖାପଟନମ: ପୁଲିସର ନକ୍ସଲ ବିରୋଧୀ ଅଭିଯାନରେ ଆଜି ଏକ ବଡ ସଫଳତା ମିଳିଛି । ପୁଲିସ୍‌ ଓ ନକ୍ସଲଙ୍କ ମଧ୍ୟରେ ଆଜି ବିଶାଖାପଟନମର କୋୟୁରୁରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ ଅତିକମରେ ୬ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି । ନିହତ ମାଓବାଦୀଙ୍କ ନିକଟରୁ
Read More...

କାର୍‌ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଓ ମହିଳା ମୃତ, ଦେଖନ୍ତୁ ଦୁର୍ଘଟଣା ବେଳର ଦୃଶ୍ୟ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି । ସୋମବାର ରାତିରେ ଦରିଆଗଞ୍ଜର ଡେଲାଇଟ୍‌ ସିନେମା ହଲ ନିକଟରେ
Read More...

ଟିଟିଲାଗଡ଼ରେ ମୁଡ଼ାବନ୍ଧର ପୁନରୁଦ୍ଧାର କାମ ନିମ୍ନମାନର ଅଭିଯୋଗ କଲେ ପଡାବାସୀ

ଟିଟିଲାଗଡ,୧୬/୬- ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାମ କରୁଛନ୍ତି, ତନ୍ମଧ୍ୟରୁ ବନ୍ଧ, ପୋଖରୀ କାମ ଅନ୍ୟତମ । ଟିଟିଲାଗଡ଼ ପୌରପରିଷଦର ରଘୁନାଥପଡ଼ା ମୂଡାବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ବନ୍ଧ ଭିତରୁ ପଙ୍କ, କାଦୁଅ ଉଦ୍ଧାର ନ କରି କାମ କରୁଥିବାରୁ
Read More...

୧୧କେଭି ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବୌଦ୍ଧ,୧୬/୦୬ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଗାଆଁ ମଝିରେ ଯାଇଥିବା ୧୧ କେ.ଭି. ଜୀବନ୍ତ ବିଦ୍ୟୁତ୍‌ ତାର ଛିଣ୍ଡି ପଡି ଦେହରେ ଗୁଡେଇ ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ବଡ଼
Read More...

ବ୍ୟବସାୟୀଙ୍କ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ

ବାଲିପାଟଣା : ଧାନ ବ୍ୟବସାୟୀ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ । ବୋମା ମାଡରେ ଧାନ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର
Read More...

ବିପୁଳ ପରିମାଣରେ କଫ ସିରପ ଜବତ,୨ ଗିରଫ

ସମ୍ବଲପୁର : ଏଠାରେ ବେଆଇନ ଭାବେ ପରିଚାଳିତ ନିଶା କାରବାର ଦିନକୁ ଦିନ ବଢି ଚାଲିଛି ଓ ଏଥିରେ ଲିପ୍ତ ଅପରାଧୀଙ୍କୁ ଧରିବାରେ ପୁଲିସ ନାକେଦମ ହୋଇଗଲାଣି । ଗତକାଲି ଏପରି ଏକ ରାକେଟର ପର୍ଦ୍ଦାଫାଶ କରିବାରେ ସ୍ଥାନୀୟ ଧନୁପାଲି ଥାନା ପୁଲିସକୁ ସଫଳତା ମିଳିଛି । ଏହି ଅଭିଯାନରେ ଦୁଇ ଜଣଙ୍କୁ
Read More...

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କିଷାନ କଂଗ୍ରେସର ୯ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୧୬/୬- ଆଜି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସର ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ୯ ଦଫା ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିବାକୁ ଯାଇଥିବାବେଳେ ଜିଲ୍ଲାପାଳଙ୍କ
Read More...

ବୌଦ୍ଧ: ଆଜି ହରଭଙ୍ଗା ବ୍ଲକରୁ ୩୭, ବୌଦ୍ଧ, କଣ୍ଟାମାଳରେ ଏକ ଅଙ୍କ ମଧ୍ୟରେ

ବୌଦ୍ଧ,୧୬/୬ - ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ସାଢେ ୧ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌ : ଅନଲକ୍‌ ହେବ କି ?

ଭୁବନେଶ୍ୱର : ଗୁରୁବାର ସକାଳେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍‌ କଟକଣା ବଢିବ ନା କୋହଳ ହେବେ ସେନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସାଢେ ୧ଟା ସମୟରେ କିଛି ବଡ ଘୋଷଣା
Read More...

ଏହି ରେଷ୍ଟୁରାଣ୍ଟରେ ଟିକା ନେଇଥିବା ଲୋକଙ୍କୁ ମିଳୁଛି ସ୍ପେଶାଲ ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ : କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ଏବେ ଟିକା ନେବାକୁ ଉଦ୍ୟମ କରୁଛନ୍ତି । ଏହି ସମୟ ମଧ୍ୟରେ ଦିଲ୍ଲୀରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବା ଆରମ୍ଭ କରିଛି । ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି, ଯାହା ଦ୍ୱାରା
Read More...