Sign in
Sign in
Recover your password.
A password will be e-mailed to you.
Yearly Archives
2021
ଗଜପତିରେ ପୁଣି ୫୮ଜଣ କରୋନା ପଜିଟିଭ
ଗଜପତି,୧୫/୬- ଗଜପତି ଜିଲ୍ଲାରେ ଆଜି ପୁଣି ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୨୪ ଜଣ,ଗୋଶାଣି ବ୍ଳକରୁ ୧୩ ଜଣ,ଗୁମ୍ମା ବ୍ଳକରୁ ୩ ଜଣ,କାଶୀ ନଗର ବ୍ଳକରୁ ୯ ଜଣ,ମୋହନା ବ୍ଳକରୁ ୪ ଜଣ,ନୂଆଗଡ଼!-->…
Read More...
Read More...
ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ପାଳିତ
ପାଟଣାଗଡ଼,୧୫/୬: ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଓ ମିଥୁନ ସଂକ୍ରାନ୍ତିରେ ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର!-->…
Read More...
Read More...
ଏସ୍ଇସିସି ତାଲିକାରେ ନା’ ନଥିବାରୁ ଅସହାୟ ପରିବାରଙ୍କୁ ମିଳୁନି ଆବାସ ଘର : ପଲିଥିନ ତଳେ ବିତୁଛି ଜୀବନ
ଜହ୍ନାପଙ୍କ : ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ, ଗରିବ ଓ କଚ୍ଚା ଘରକୁ ୨୦୨୨ ସୁଦ୍ଧା ପକ୍କାଘର କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୨୦୧୧ ମସିହାରେ ଏସ୍ଇସିସି ସର୍ଭେ ମଧ୍ୟ କରିସାରିଛନ୍ତି । ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡେ ସେଥିପାଇଁ ବ୍ଳକସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ!-->…
Read More...
Read More...
ଶଜନା ଶାଗ ତୋଳୁଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
କଣ୍ଟାବାଞ୍ଜି : ଶଜନା ଗଛରୁ ଶାଗ ତୋଳିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଆଜି ସକାଳୁ କଣ୍ଟାବାଞ୍ଜି ୧୪ ୱାର୍ଡରେ ଘଟିଛି । ଘଟଣାସ୍ଥଳରେ ଜିଆର୍ପି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।ଜିଆରପି ପୋଲିସ ପକ୍ଷରୁ!-->…
Read More...
Read More...
ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ
କଣ୍ଟାବାଞ୍ଜି : ସ୍ୱାମୀ ପାଲଟିଛି ପିଶାଚ । ଯେଉଁ ହାତରୁ ସିନ୍ଦୁର ଭରିଥିଲେ ସେହି ହାତରୁ ତଣ୍ଟି ଚିପି ନିଜ ପତ୍ନୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ । ସୋମବାର ବିଳମ୍ବିତ ରାତିରେ ଘଟିଛି!-->…
Read More...
Read More...
ବନ୍ଧୁକଧାରୀକୁ କାବୁ କଲା ପୋଲିସ
ବଲାଙ୍ଗୀର : ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୋଲିସକୁ ମିଳିଛି ସଫଳତା । ଧରାପଡିଲା ବନ୍ଧୁକ ଧାରୀ ଯୁବକ । ଅଟକ ଯୁବକଙ୍କ ନାଁ ବିକ୍ରମ ପଣ୍ଡା ବୋଲି ଜଣାପଡିଛି । କାବୁ କରିବା ସମୟରେ ପୋଲିସ ଉପରକୁ ଫାୟାରି କରିଥିବା ସୂଚନା ମଧ୍ୟ ମିଳିଛି ।ଖବର ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ଯୁବକ!-->…
Read More...
Read More...
ଡେଲଟା ପ୍ରଜାତି ସଂକ୍ରମଣ ପରିବାର ଭିତରେ ବେଶି ବ୍ୟାପୁଛି
ହାଇଦ୍ରାବାଦ: କୋଭିଡ-୧୯ ର ଚଳିତ ଦ୍ୱିତୀୟ ଲହର ସଂକ୍ରମଣ ବେଳେ ପୂର୍ବ ଲହର ତୁଳନାରେ ପରିବାରମାନଙ୍କରେ ହିଁ ଏକାଧିକ ସଂକ୍ରମିତ ବାହାରୁଥିବା ଜଣାଯାଇଛି । ତେବେ ଏହାର କାରଣ ଖୋଜିବା ପାଇଁ ୟୁକେ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଚଳାଇଥିବା ସର୍ବେକ୍ଷଣରୁ ସମସ୍ତଙ୍କୁ ଚକିତ କଲା ଭଳି ନିର୍ଯାସ!-->…
Read More...
Read More...