Yearly Archives

2021

ବଜ୍ରାଘାତରେ ୨ମୃତ

ସୁବର୍ଣ୍ଣପୁର.୧୫/୬-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବର୍ଡାକଟା ଗାଁରେ ଘଟଛି ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣ ଯାଇଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ । ମୃତକମାନେ
Read More...

ଟିକା ନେବା ପରେ ସାର୍ଟିଫିକେଟ ସେୟାର କରୁଛନ୍ତି କି ?

ନୂଆଦିଲ୍ଲୀ : ଯଦି ଆପଣ ଟିକା ନେବା ପରେ ସୋସିଆଲ ମିଡିଆରେ ସରକାର ଦେଇଥିବା ଟିକା ପ୍ରମାଣପତ୍ରକୁ ମଧ୍ୟ ସେୟାର କରିଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ କରିପାରେ । ଏଇଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି ।ଟିକାକରଣ
Read More...

ହାତୀ ଆତଙ୍କ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ  । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ  ହାତୀପଲ। ଦଳରେ ସାତଟି ଛୁଆ ହାତୀମଧ୍ୟ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ
Read More...

ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୩୪୦୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ
Read More...

ଅରକ୍ଷିତଙ୍କୁ ସାହାଯ୍ୟର ହାତ ବଢାଇଲେ ହରଭଙ୍ଗା ବିଡିଓ

ହରଭଙ୍ଗା : ବଣ ପାହାଡ ଘେରା ଭିତରେ ଅସହାୟ ଅବସ୍ଥାରେ ୮ ଟି ସନ୍ତାନର ବାପା ଅରକ୍ଷୀତ ପ୍ରଧାନଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା । ହରଭଙ୍ଗା ବ୍ଲକ ବାଣିଭୁଷଣପୁର ପଂଚାୟତର ଭଉଁରୀପଥର ଠାରେ ଥିବା ଜଙ୍ଗଲ ମଧ୍ୟରେ ରହନ୍ତି
Read More...

ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ଜାତୀୟ ରାଜପଥ ୫୭ରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ରାତିରେ ବୌଦ୍ଧ ଥାନା ରଇଠାଣି ନିକଟରେ ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖାଲି ବିଅର ବୋତଲ ନେଇ ରାଜଧାନୀ ଭୁବନେଶ୍ୱର
Read More...

କରୋନା ନେଲା ଶିକ୍ଷକଙ୍କ ଜୀବନ

କଣ୍ଟାମାଳ : କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମା କଣ୍ଟାମାଳ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମର ଶିକ୍ଷକ ଉମେଶ କହଁରଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହେବା ପରେ ଗତ ଜୁନ୍‌ ୪ ତାରିଖରେ ବୌଦ୍ଧ କୋଭିଡ
Read More...

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନାଚକ୍ର

ବାଲିଗୁଡ଼ା,୧୫/୬. ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ ସାମ୍ବାଦିକ ମାନଙ୍କ ମନରେ ଏକ
Read More...