Yearly Archives

2021

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

ବାଲିଗୁଡ଼ା,୧୫/୬: ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ
Read More...

ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବା ବେଳେ ଚଢାଉ କଲା ପୋଲିସ

ଭୁବନେଶ୍ବର,୧୫/୬: ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର
Read More...

ନକଲି କୋଭିଡ ଔଷଧ ଜବତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୬- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବ୍ୟାପୀ ନକଲି କୋଭିଡ ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ପ୍ରଥମେ କଟକ ମାଲଗୋଦାମ ଅଞ୍ଚଳରେ ଏହି ଔଷଧ ନକଲି କରାଯାଇଥିବାନେଇ ଖବର ମିଳିବାପରେ ରାଜ୍ୟବ୍ୟାପୀ ଡ୍ରଗ୍ସ
Read More...

ସାଇପ୍ରିୟା ନଗରରେ ତାଲାବନ୍ଦ ଦୁଇଟି ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ରାୟଗଡ/୧୪/୬- ରାୟଗଡ ସହରରେ ବୃଦ୍ଧି ପାଉଛି ଚୋରି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ତାଲା ବନ୍ଦ ଥିବା ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଆଜି ରାୟଗଡ ସହରର ସାଇପ୍ରିୟା ନଗର ସ୍ଥିତ ମା’ଗୃହ ପଡିଶାରେ ଥିବା ଦୁଇ ମହଲାର ଦୁଇଟି ଘରେ ହୋଇଛି ଚୋରି । ତଳ ଘରେ ଶ୍ରୀକାନ୍ତ କରାଳ ଓ
Read More...

ଆସନ୍ତା ୧୬ରୁ ବୌଦ୍ଧରେ ୧୮ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ବୌଦ୍ଧ,୧୪/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି । ଏଥିନିମନ୍ତେ Cowin portal ମାଧ୍ୟମରେ ହିତାଧିକାରୀମାନେ ନିଜର ନାମ ପଞ୍ଜିକରଣ କରିବାସହ Slot booking କରାଇବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଦିନ
Read More...

ବିଶ୍ୱ ରକ୍ତଦାତା ଦିବସ ୨୦୨୧ ପାଳିତ

ଗଜପତି,୧୪/୬- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ଦ୍ୱାରା ନୂଆଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଭିନ୍ନ ଗ୍ରାମରେ
Read More...

ଗଜପତିରେ ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୪/୬- ଗଜପତି ଜିଲ୍ଲାରେ ଆଜି ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୭ ଜଣ, ଗୋଶାଣି ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୬ ଜଣ, ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼
Read More...

ବିଶ୍ୱ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର

ସାମାଜିକ ସଂଗଠନ ସମର୍ପିତ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଅବସରରେ କମିଶନରେଟ ପୋଲିସ ସହଭାଗିତାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ସରକାର ଙ୍କର କୋଭିଡ ନିୟମ କୁ ମାନି ରକ୍ତଦାତା ମାନେ ରକ୍ତଦାନ କରିଥିଲେ।ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଓଡିଶା ର ଅଧ୍ୟକ୍ଷ
Read More...