Yearly Archives

2021

ବାପା-ପୁଅଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ

ମୋହନା : ବାପା-ପୁଅଙ୍କୁ ଗଳାକାଟି ହତ୍ୟା । ପୂର୍ବଶତ୍ରୁତାକୁ ନେଇ ବାପା-ପୁଅଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ମୁଖିଗୁଡା ଗ୍ରାମରେ ।ସୂଚନା ଅନୁସାରେ,  ମୋହନା ମୁଖିଗୁଡ଼ା ଗାଁରେ ଡବଲ ମର୍ଡର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର
Read More...

୧୭ରୁ ୟୁଟ୍ୟୁବରେ ପାଠପଢିବେ ଦଶମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର :  କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି । ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ପିଲାଙ୍କୁ ୟୁଟୁ୍ୟବରେ ଶିକ୍ଷା ଦାନ କରାଯିବ ।  ଦିନ ୧୦.୩୦ରୁ ଅପରାହ୍ନ ୧ଟା ମଧ୍ୟରେ ପାଠପଢା ହେବ
Read More...

ବୌଦ୍ଧ: ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ, ସରଧାପୁର ଗ୍ରାମରୁ ୩୨

ବୌଦ୍ଧ,୧୩/୬- ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ
Read More...

ପିସିଏଲ : ରସଲଙ୍କ ପରେ ଡୁ ପ୍ଲେସିସ୍‌ ଆହତ

ଆବୁଧାବି : ପାକିସ୍ତାନ କ୍ରିକେଟ୍‌ ଲିଗ୍‌ (ପିସିଏଲ) ସିଜନ ୬ ର ଅବଶିଷ୍ଟ ମ୍ୟାଚ୍‌ ଆବୁଧାବିରେ ଖେଳାଯାଉଛି । ଫିଲ୍ଡିଂ ବେଳେ ସାଥୀ ଖେଳାଳି ମହମ୍ମଦ ହସେନଙ୍କ ସହ ମୁହାଁମୁହିଁ ହେବା ପରେ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ ଡୁ ପ୍ଲେସିସ୍‌ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା
Read More...

ସମ୍ବଲପୁର: ଗୁଳିକାଣ୍ଡ ଘଟଣା ସହିତ ସଂପୃକ୍ତ ୬ ଜଣ ଗିରଫ

ସମ୍ବଲପୁର,୧୩/୬- ଏକ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟଣା ସହିତ ସଂପୃକ୍ତ ୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ସମ୍ବଲପୁର ଜିଲ୍ଲା ପୁଲିସ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଗତକାଲି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହା ପୂର୍ବରୁ ୩ଜଣଙ୍କୁ ଗିରଫ
Read More...

ମୌସୁମୀ ବର୍ଷାରେ ଘର ଭାଙ୍ଗିଲା, ସରକାରୀ ସାହାଯ୍ୟ ଅପେକ୍ଷାରେ ଭଜରାମ

ବଲାଙ୍ଗୀର : ବର୍ଷା ଋତୁ ଆରମ୍ଭ ହେଉଣୁ ଭୁଷୁଡି ଗଲା ଘର । ସଂଯୋଗ କ୍ରମେ ବଞ୍ଚିଗଲା ଜୀବନ କିନ୍ତୁ ଆଖିରୁ ହଜାଇ ଦେଇଛି ନିଦ । ମୁଣ୍ଡ ଗୁଞ୍ଜିବେ କେମିତି ? ରହିବେ କିପରି ? ବୟସ, ଅର୍ଥାଭାବ ଇତ୍ୟାଦି କାରଣରୁ ଘର ସଜାଡିବା କାଠିକର ପାଠ । ବିପଦ ପୂର୍ଣ୍ଣ ଜାଣି ସୁଦ୍ଧା ଭାଗ୍ୟ ଆଦରି ରହୁଥିଲେ
Read More...