କରଣୀ ଭଦ୍ରା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ
ଗଜପତି,୧୨/୬- ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିଆଳି ଗ୍ରାମ ପଞ୍ଚାୟତର କରଣୀ ଭଦ୍ରା ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତିକୁ ପାରଳା ବିଧାୟକ କେ. ନାରାୟଣ ରାଓ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ।ଏ ହି କାର୍ଯ୍ୟକ୍ରମରେ ଏ.ଆର. ସି.ଏସ.ଟି.ଭି. ପ୍ରସାଦ ରାଓ,କାଶୀ ନଗର ବ୍ଳକ ଅଧ୍ୟକ୍ଷ!-->…
Read More...
Read More...