Yearly Archives

2021

ଗଜପତିରେ ପୁଣି ୨୩ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ଜଣେ ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୧୦ଜଣ, ମୋହନା ବ୍ଳକରୁ ଜଣେ,ଆର ଉଦୟଗିରି ବ୍ଳକରୁ ୬ ଜଣ,ରାୟଗଡ଼ ବ୍ଳକରୁ ଜଣେ
Read More...

ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ରାୟଗଡ,୧୧/୬- ମହାମାରୀ କରୋନା ସମୟରେ ରୋଜଗାର ନଥିବା ବେଳେ ଟିକସ ନାମରେ କେନ୍ଦ୍ରର ବିଜେପି ସରକାର ଗତ ୧୩ମାସ ମଧ୍ୟରେ ପେଟ୍ରୋଲ ଟ.୨୫.୭୨ପଇସା ଓ ଡିଜେଲ ଟ.୨୩.୯୩ପଇସା ଦରବୃଦ୍ଧି କରିଥିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ରାୟଗଡ ଜିଲ୍ଳା କଂଗ୍ରେସ କମିଟି ସଭାପତି
Read More...

ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଦାରିଙ୍ଗବାଡ଼ି ୧୧/୬- ଦେଶରେ ବଢ଼ି ଚାଲିଥିବା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଆଜି ଜାତୀୟ କଂଗ୍ରେସ ତରଫରୁ ସାରା ରାଜ୍ୟ ରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଡିଜେଲ ଦରବୃଦ୍ଧି ଯୋଗୁଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ
Read More...

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ଗଜପତି,୧୧/୬- ଗଜପତି ଜିଲ୍ଲା ମୋହନା ବ୍ଳକର ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ
Read More...

ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା
Read More...

ବାଇକ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା,୧୧/୬- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ
Read More...

ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ ପକ୍ଷରୁ ଦାରିଙ୍ଗବାଡ଼ି ଗଣମାଧ୍ୟମ ପ୍ରତିନିଧି ଓ ହକରଙ୍କୁ କରୋନା କିଟ ପ୍ରଦାନ

ଦାରିଙ୍ଗବାଡି,୧୧/୬(ହୀ.ପ୍ର).ଦାରିଙ୍ଗବାଡ଼ି ବ୍ଳକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ହକରମାନଙ୍କୁ କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ ପକ୍ଷରୁ କରୋନା କିଟ ପ୍ରଦାନ କରାଯାଇଛି । ଦାରିଙ୍ଗବାଡ଼ି ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିଜେଡି ପାର୍ଟି ଅଫିସ ପରିସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ରକ୍ତଦାନ ଶିବିରକୁ ଯୁବ ଜନତା ଦଳ ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି
Read More...

୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି : ଲଘୁଚାପ ସକ୍ରିୟ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି । ଗତ ୨୪ଘଣ୍ଟା ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ
Read More...