୨୦ ଦିନ ହେଲା ଅଚଳ ହୋଇ ପଡିଛି କଣ୍ଟାମାଳ ଡାକଘର: ହୋଇ ପାରୁନି ଟଙ୍କା ଜମା ଓ ଉଠାଣ
କଣ୍ଟାମାଳ,୧୦/୬- ସାଧାରଣ ଜନତା ତଥା ଗ୍ରାହକ ମାନଙ୍କ ବିଶ୍ୱାସର ପ୍ରତୀକଭାବେ ଡାକଘର ରହିଥିଲେ ହେଁ ଲିଙ୍କ ଫେଲ ଯୋଗୁଁ ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱ ହେଲା ଗ୍ରାହକ ଟଙ୍କା ଜମା କି ଉଠାଣ କରିପାରୁନଥିବା ହେତୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ!-->…
Read More...
Read More...