Yearly Archives

2021

ମହିପୁରରେ ରକ୍ତଦାନ ଶିବିର, ୭୦ ୟୁନିଟ୍‌ ରକ୍ତ ସଂଗ୍ରହ

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
Read More...

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା,ଜିତିନ ପ୍ରସାଦ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ ଖୁବ୍‌ ଆଲୋଚନା ଆରମ୍ଭ ହୋଇଛି । ବୁଧବାର ସକାଳେ ବିଜେପି ସାଂସଦ ତଥା
Read More...

ବିଗିଡିଲା କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ (୭୪)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟ ନେଗେଟିଭ
Read More...

ବେଆଇନ ଗୋ ଚାଲାଣ, ଗାଡି ଜବତ୍‌

ଦଶପଲ୍ଲା : ଆଜି ଦିବା ୯ ଘଟିକା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ୍‌ କରିଛି ଦଶପଲ୍ଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ଅଂଚଳରୁ ୮ ଟି ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଓଡି ୦୫ ଏୱାଇ ୨୩୪୧ ନମ୍ବର ବିଶିଷ୍ଟ
Read More...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ବାସୁଦେବପୁର: ପାଣିରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାଯାଇଛି । ନାୟକାଣିଡିହି ଥାନା ବ୍ରଜାନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଉଭୟ ନାବାଳିକା ପୋଖରୀରେ ଗାଧୋଉଥିଲେ । ଏହି ସମୟରେ ଉଭୟଙ୍କ ଗୋଡ଼
Read More...

ଶତକ ପିଛା ଭାରତୀୟ ଖେଳାଳିଙ୍କୁ ମିଳେ ଏତିକି ଟଙ୍କା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଏହାର ପୁରୁଷ ଖେଳାଳିଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥାଏ । ବାର୍ଷିକ ଚୁକ୍ତି ଭାବରେ ୭-୭ କୋଟି ଟଙ୍କା ପର୍ଯ୍ୟନ୍ତ ଖେଳାଳିଙ୍କୁ ମିଳିବା ସହିତ ମ୍ୟାଚ୍‌ ଫି ଏବଂ ଅନ୍ୟାନ୍ୟ ବୋନସ୍‌ ମଧ୍ୟ ଦିଆଯାଇଥାଏ । ଯଦି ଜଣେ
Read More...

ସୁବଳୟା ଗାଁ ହେଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଦଶପଲ୍ଲା,୯/୬: ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣର ଅନ୍ତହୋଇ ଆସୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । ଦଶପଲ୍ଲା ବ୍ଲକ୍‌ ଖମାରସାହି ଗ୍ରାମପଂଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମକୁ ,ଗତକାଲି ଅପରାହ୍ନ ୪ଟାରୁ
Read More...

ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ଦୋକାନ…

ବାଲିଗୁଡ଼ା,୯/୬: ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି
Read More...

ଏକାଥରକେ ୧୦ ସନ୍ତାନ ଜନ୍ମଦେଲେ ମହିଳା

ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ପ୍ରଦେଶର ଜଣେ ମହିଳା ଏକାଥରକେ ଦଶଟି ସନ୍ତାନଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଅଦ୍ୟାବଧି ଏହି ରେକର୍ଡ ମାଲିର ହଲିମା ସିସେଙ୍କ ନାମରେ ଥିଲା, ଯିଏ ଗତ ମାସରେ ନଅ ପିଲାଙ୍କୁ ଏକାଠି ଜନ୍ମ ଦେଇଥିଲେ । ଏକାଠି ଅଧିକାଂଶ ସନ୍ତାନ ଜନ୍ମ ଦେଇଥିବା
Read More...