Yearly Archives

2021

ମନେଗାର ଯୋଜନା ବିଫଳ: ଚକପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ କେବଳ ଫଳକରେ ଆମ୍ବ ଲିଚୁ ଚାଷ, ଲକ୍ଷାଧିକ ଟଙ୍କା ପାଣିରେ

ଫୁଲବାଣୀ,୬/୬- ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା
Read More...

ଲକଡାଉନ୍‌ ସମୟରେ ଦାଉ ସାଧୁଛନ୍ତି ଘରୋଇ ଫାଇନାନସ କମ୍ପାନୀ

ବୌଦ୍ଧ,୬/୬- କରୋନା ଯୋଗୁଁ ଲକଡାଉନ୍‌ ହୋଇଥିବା ବେଳେ ଗ୍ରୁପ୍‌କରି ଋଣ ନେଇଥିବା ବିଭିନ୍ନ ଘରୋଇ ଫାଇନାନସ କମ୍ପାନୀ ଦାଉ ସାଧୁଛନ୍ତି ବୋଲି ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲାରେ ଗଣ୍ଡାଗଣ୍ଡା ଘରୋଇ ଫାଇନାନସ କମ୍ପାନୀ କାର୍ଯ୍ୟାଳୟ ଖୋଲି ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା
Read More...

ବୌଦ୍ଧ: ନୂତନ ୧୩୪ କରୋନା ପଜିଟିଭ ଚିହ୍ନଟ ବଡ଼ଗୁଣ୍ଡୁରୀ ସାହିରୁ ୪୭

ବୌଦ୍ଧ,୬/୬- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୩୪ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ଭିଏସଏସ ନଗରରେ ପରିବେଶ ଦିବସ ପାଳନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ତରଫରୁ ଭିଏସଏସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଂଗ୍ଲିସ ମିଡିୟମ୍‌ ସ୍କୁଲ୍‌
Read More...

ଆସନ୍ତାକାଲିଠାରୁ ବୌଦ୍ଧସହରରେ ହେବ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଟିକାକରଣ

ବୌଦ୍ଧ : ଆସନ୍ତାକାଲିଠାରୁ ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହେଉଅଛି । ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ବୌଦ୍ଧ ବିଜ୍ଞପିତ ଅଂଚଳରେ ହେବ । ଏଥିନିମନ୍ତେ Cowin Portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ନାମ ପଞ୍ଜିକରଣ କରିବା
Read More...

ନେହା କକ୍କରଙ୍କ ଜନ୍ମଦିନ ସ୍ପେଶାଲ : ଦିନେ ଗୀତ ପିଛା ପାଉଥିଲେ ୫୦୦ ଟଙ୍କା, ଏବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି

ଭାରତୀୟ ଶକିରା ଏବଂ ରକଷ୍ଟାର ନାମରେ ଜଣାଶୁଣା ନେହା କକ୍କର ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ନେହା ଜୁନ୍‌ ୬, ୧୯୮୮ ରେ ଋଷିକେଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଏବଂ ବାପା ଝିଅ ସୋନୁ କକ୍କରଙ୍କ ବିଦ୍ୟାଳୟ ବାହାରେ ସାମୋସା ବିକ୍ରି କରୁଥିଲେ । ଏହି
Read More...

ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ଏଫ୍‌ଆଇଆର

କୋଲକତା : ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ଏବଂ ତାଙ୍କ ଭାଇ ସୋମଣ୍ଡୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି । ତାଙ୍କ ନାମରେ ପୌର ସଂସ୍ଥାରୁ ରିଲିଫ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । କାଣ୍ଠି ମ୍ୟୁନିସିପାଲିଟି ପ୍ରଶାସନିକ୍‌ ବୋର୍ଡର ସଦସ୍ୟ ରତ୍ନାଦୀପ
Read More...

ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ୭୦୦୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ହାଇୱା ଧକ୍କାରେ ୩ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ଧକ୍କାରେ ୩ ଜଣ ମୃତ ହୋଇଥିବା ଜଣେ ୧ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ ।
Read More...