ଆଇପିଏଲ୍ ୨୦୨୧ ପରେ ଧୋନି ଅବସର ଗ୍ରହଣ କରିବେ କି ? ସାଥୀ କ୍ରିକେଟର କହିଲେ ଏମିତି କଥା
ନୂଆଦିଲ୍ଲୀ : ୧୫ ଅଗଷ୍ଟ ୨୦୨୦ ରେ, ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି କ୍ରିକେଟ୍ ଖେଳରୁ ହଠାତ୍ ଅବସର ଘୋଷଣା କରି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଧୋନି କୌଣସି ଅବସର ମ୍ୟାଚ୍ କିମ୍ବା ବିଦାୟ ଭାଷଣ ବିନା ଚୁପ୍ଚାପ ଖେଳକୁ ବିଦାୟ ଦେଇଥିଲେ । ୩୯ ବର୍ଷୀୟା ତାଙ୍କ!-->…
Read More...
Read More...