Yearly Archives

2021

ଦୟନୀୟ ଅବସ୍ଥାରେ ବୌଦ୍ଧଜିଲ୍ଲାର ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ,୨/୬- ଦୟନୀୟ ଅବସ୍ଥାରେ ବୌଦ୍ଧଜିଲ୍ଲାର ଆଡେଣୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର । ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଆଖିରେ ନଦେଖିଲେ ବୁଝିହେବନାହିଁ । ଯଦି ଲକ୍ଷାଧିକ ରୋଗୀ ନିର୍ଭର କରୁଥିବା ଏହି
Read More...

ନବଜାତ ପୁତ୍ରର ଫଟୋ ସେୟାର କଲେ ଶ୍ରେୟା ଘୋଷାଲ

ଗତ ମେ ମାସ ୨୨ ତାରିଖରେ ଭାରତୀୟ ସଂଗୀତ ଜଗତରେ ଅନ୍ୟତମ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ପରିବାରକୁ ଜଣେ ନୂଆ ଅତିଥିଙ୍କ ପଦାର୍ପଣ ହୋଇଛି । ସେ ହେଉଛନ୍ତି ଶ୍ରେୟାଙ୍କ ପୁତ୍ର ସନ୍ତାନ । ଶ୍ରେୟା ଆଜି ଫେସବୁକରେ ତାଙ୍କ ନବଜାତ ପୁତ୍ରର ଫଟୋ ସେୟର କରିଛନ୍ତି । ଏହି ଫଟୋରେ ତାଙ୍କ ସ୍ୱାମୀ
Read More...

ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୨/୬- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଘନଶ୍ୟାମ ମେହେର ମଙ୍ଗଳବାର ଯୋଗଦାନ କରିଛନ୍ତି । ସେ ସୋନପୁର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ପଦୋନ୍ନତି ପାଇ ବୌଦ୍ଧଜିଲ୍ଲା ଅତିରିକ୍ତ ଶିକ୍ଷା
Read More...

ଝଗଡୁ ଗାଡିଆ ଓ ଝାଙ୍କରପଡା ଗ୍ରାମକୁ ସାନିଟାଇଜ କଲା ଅଗ୍ନିଶମ ବାହିନୀ

ବୌଦ୍ଧ/ବାଉଁଶୁଣୀ,୨/୬- ବୌଦ୍ଧବ୍ଲକ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରୋନା ପ୍ରଭାବିତ ଝଗଡୁ ଗାଡିଆ ଓ ଝାଙ୍କରପଡା ଗ୍ରାମକୁ ଆଜି ବାଉଁଶୁଣୀ ଦମକଳ ବାହିନୀ ସାନିଟାଇଜ କରିଥିବା ଜଣାପଡିଛି । ଗତ କିଛିଦିନ ମଧ୍ୟରେ ଉଭୟ ଗ୍ରାମରୁ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବା
Read More...

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସ୍ୱଧାର ଗୃହ ପରିଦର୍ଶନ

ବୌଦ୍ଧ,୨/୬- ବୌଦ୍ଧଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ଆଜି ବୁଟୁପାଲି ନିକଟସ୍ଥ ନାରାୟଣପୁର ନିକଟରେ ଥିବା ସ୍ୱଧାର ଗୃହକୁ ନିୟମିତ ପରିଦର୍ଶନରେ ଯାଇଥିଲେ । ସେଠାରେ ରହୁଥିବା ୨୫ ଜଣ ମହିଳା ଅନ୍ତେବାସୀ ଓ ୫ ଜଣ ଶିଶୁଙ୍କୁ ସାକ୍ଷାତକରି ଭଲମନ୍ଦ ବୁଝିଥିଲେ । ଏହା ସହିତ କେନ୍ଦ୍ରର
Read More...

ଅଶ୍ୱିନ କହିଲେ ଏହି ଭାରତୀୟ ଖେଳାଳି ଯେକୌଣସି ଦଳଠାରୁ ମ୍ୟାଚ୍ ଛଡାଇ ନେଇପାରିବେ

ନୂଆଦିଲ୍ଲୀ : ୨୦୨୧ ବର୍ଷ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କ୍ୟାରିୟର ପାଇଁ ବହୁତ ଭଲ ରହିଛି । ପ୍ରାୟ ଏକ ବର୍ଷ ପୂର୍ବେ ତାଙ୍କ ନେଇ ଖୁବ୍ ଆଲୋଚନା ହେଉଥିଲା ଓ ତାଙ୍କ ସୀମିତ ଓଭର କ୍ରିକେଟରୁ ମଧ୍ୟ ବିଦା ହେବାକୁ ପଡିଥିଲା । ସେତେବେଳ କୁହାଯାଉଥିଲା ଯେ, ବୋଧହୁଏ
Read More...

ସହରରେ ତାଲା , ଗ୍ରାମାଞ୍ଚଳ ମେଲା

ଦଶପଲ୍ଲା : ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଂଚଳ ପରିଷଦରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ଦଶପଲ୍ଲାର ବିଭିନ୍ନ ଦୋକାନ ବଜାର ଶୁନ୍‌ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିସହ ଦଶପଲ୍ଲା ରେ କରୋନା
Read More...