Yearly Archives

2021

ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୪୦ ଜୀବନ ଗଲା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେକରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବୌଦ୍ଧ: ନୂତନ ୧୬୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୦,୩୩୫

ବୌଦ୍ଧ,୨/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ସ୍ତ୍ରୀ ଙ୍କ ଶବନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ

ବଲାଙ୍ଗୀର,୨/୬- ମୃତ ସ୍ତ୍ରୀଙ୍କ ଶବ ନେଇ ଗାଁକୁ ଫେରିବା ବେଳେ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଲର୍କି ଗାଁ ବିପିନ ସେଠଙ୍କ ସ୍ତ୍ରୀ ପାରାଲିସିସ୍‌
Read More...

କୋଭିଡ୍‌ ଆକ୍ରାନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍‌ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ ।
Read More...

ସିଲିଣ୍ଡର ବିସ୍ଫୋରଣ : ଭୁଶୁଡିଲା ୨ଘର, ୩ ଶିଶୁଙ୍କ ସମେତ ୭ ମୃତ

ଗୋଣ୍ଡା : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ ୧୪ ଜଣ ଘର ଭିତରେ ପୋତି ହୋଇଯାଇଥିଲେ । ଏମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ
Read More...

ଭଲ ଖବର: ଗର୍ଭାବସ୍ଥାରେ ଖାଲି ସମୟରେ ଅଳଙ୍କାର ଡିଜାଇନ୍ କରିବା ଆରମ୍ଭ କରିଥିଲେ, ଆଜି ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କା…

ଅହମ୍ମଦାବାଦ ନିବାସୀ ବିଶ୍ୱ ମୋଦୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ୨୦୧୬ ରେ ସେ ଗର୍ଭଧାରଣ ହେତୁ ଅଫିସ ଯିବା ବନ୍ଦ କରିଦେଇଥିଲେ । ସେହି ଦିନଠାରୁ ଘରେ ରହିବାକୁ ଲାଗିଲେ । ଏହି ସମୟ ମଧ୍ୟରେ ତାଙ୍କର ଅଧିକାଂଶ ସମୟ ନଷ୍ଟ ହେଉଥିଲା । ସେ ନିଜକୁ ମନୋରଞ୍ଜନ କରିବା ପାଇଁ କିଛି କାମ
Read More...

ପୂଜାଘରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ୍…

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ । କିନ୍ତୁ ପୂଜା ସ୍ଥଳିରେ କିଛି ଜିନିଷ ରଖିବା ଏବଂ ପୂଜା ସମୟରେ କିଛି ଭୁଲ୍ କରିବା ଠାରୁ ଦୂରେଇ ରହିବା
Read More...

ଅଘୋଷିତ ବିଦ୍ୟୁତ କାଟ୍ , ଅତିଷ୍ଠ ଗ୍ରାମବାସୀ

ଦଶପଲ୍ଲା,୨/୬- ନୟାଗଡ଼ର ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍‌ରେ ଲୋକେ ଗରମରେ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍‌ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଳି ଖେଳ ଲୋକଙ୍କୁ କଲବଲ କରି ପକାଉଛି।
Read More...

ରାଜ୍ୟରେ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୩୯୯ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ
Read More...