Yearly Archives

2021

ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।
Read More...

ଜୟଭୈରବୀ କ୍ଲବ ବୌଦ୍ଧ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧/୬- ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ଆଜି ଦୈନିକ ବଜାର ବସିଥିବା ଭୈରବୀ ଛକଠାରୁ ଗାନ୍ଧୀଛକ, ପୋଷ୍ଟଅଫିସ ଛକ ପର୍ଯ୍ୟନ୍ତ ଗ୍ରାହକ ଓ ଦୋକାନୀଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସଚେତନତା କରାଯାଇଥିଲା । ଦିନକୁଦିନ କରୋନା ଜିଲ୍ଲାରେ କାୟା ବିସ୍ତାର କରୁଥିବାବେଳେ ଆମେ ଯଦି ସଚେତନ
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା

ନୂଆଦିଲ୍ଲୀ : ଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । କୋଭିଡ ପରବର୍ତ୍ତୀ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଏହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରିବାକୁ
Read More...

ମୋଷ୍ଟ ଟ୍ରାଭେଲ୍ଡ ବେବି: ୫ ବର୍ଷର ଶିଶୁ ୪୦ ଦେଶ ବୁଲି ସାରିଲାଣି

ଅଜମେରର ୫ ବର୍ଷର ଝିଅ ଧନାରି ଅଳ୍ପ ବୟସରେ ୪୦ ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି । ଧନାରୀ ମଧ୍ୟ ମୋଷ୍ଟ ଟ୍ରାଭେଲ୍ଡ୍ ବେବି ଟାଇଟଲ୍ ଜିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି । ଧନାରୀ କୌଣସି ଆଖ୍ୟା ପାଇଁ ଏହି ରେକର୍ଡ କରିନାହାଁନ୍ତି, କିନ୍ତୁ ଏହା ପଛର ରହିଛି
Read More...

ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ

ଫୁଲବାଣୀ,୧/୬- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ କୋଲାପଡା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‌ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକରେ ସାଂସଦ
Read More...

ରାମ ମନ୍ଦିରର ମୂଳଦୁଆର ପ୍ରଥମ ଚିତ୍ର: ଅଯୋଧ୍ୟାରେ ଜୋରସରରେ ଚାଲିଛି ନିର୍ମାଣ କାର୍ଯ୍ୟ

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଏକ ବିଶାଳ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ହୋଇଥିବା ଫାଉଣ୍ଡେସନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଭିତ୍ତିଭୂମିର ୬ ଟି ସ୍ତର ପ୍ରସ୍ତୁତ କରାଯାଇଛି । ସମୁଦାୟ ୪୪ ଟି ସ୍ତର ତିଆରି ହେବ । ବାତ୍ୟା ତାଉତେ ଓ ୟାସ ଯୋଗୁଁ ଗତ କିଛି ଦିନ ହେବା ନିର୍ମାଣ
Read More...

ବୌଦ୍ଧ: ଆଜି ୧୩୭ ପଜିଟିଭ, ବିରାମଚନ୍ଦ୍ରପୁର ଗ୍ରାମରୁ ୨୬

ବୌଦ୍ଧ,୧/୬- ଆଜି ପୁଣି ୧୩୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ
Read More...

ଅବଶିଷ୍ଟ ଆଇପିଏଲ ମ୍ୟାଚ୍ ଖେଳିନପାରନ୍ତି ଶାକିବ ଓ ମୁସ୍ତାଫିଜୁର

ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ନାଜମୁଲ ହାସନ ସୋମବାର କହିଛନ୍ତି ଯେ ବାଂଲାଦେଶର ତାରକା ଖେଳାଳି ଶାକିବ ଅଲ ହାସନ ଏବଂ ମୁସ୍ତାଫିଜୁର ରହମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ (ଆଇପିଏଲ୍ ୨୦୨୧) ର ଅବଶିଷ୍ଟ ମ୍ୟାଚ୍‌ରେ ଖେଳିବାକୁ ଏନ୍‌ଓସି ଦିଆଯାଇପାରିବ ନାହିଁ ।
Read More...