Yearly Archives

2021

ପୁଣି ୩୫ଜଣଙ୍କ ମୁଣ୍ଡ ନେଲା କରୋନା, ୮୩୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୩୧ ।୫: ରାଜ୍ୟରେ ପୁଣି ଆକ୍ରାନ୍ତ ସଂଖ୍ୟା କମିଛି । । ସେହିଭଳି କରୋନାଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବାମଣ୍ଡାରେ ପାନୀୟ ଜଳ ସଙ୍କଟ, ମରାମତି ହେଉନି ନଳକୂପ

ବୌଦ୍ଧ,୩୧/୫ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ବାମଣ୍ଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟରୂପ ଧାରଣ କରିଛି | ଗତ କିଛି ଦିନ ହେଲା ବାମଣ୍ଡା ଗ୍ରାମରୁ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇ କରୋନାର ହଟସ୍ପଟ୍ ସାଜିଥିବା ବେଳେ ପାନୀୟ ଜଳର ଅଭାବ ଲୋକଙ୍କ
Read More...

ବିଜେପିର ୭ ବର୍ଷ ପୂର୍ତ୍ତି ଅବସରରେ ମାକ୍ସ, ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ

ଦେବଗଡ଼,୩୦/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାତ ବର୍ଷ ଶାସନକାଳର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତିଳେଇବଣି ବ୍ଲକ ଅନ୍ତର୍ଗତ ସଗୁଡା, କଂଗ୍ରେସପୁର, ଛେପିଲିପାଲି, ଧୋବଲିପଥର ତଥା ମୁନସିପାଲିଟୀ ଅଂଚଳର ବିଭିନ୍ନ ୱାର୍ଡରେ ଥିବା ଜନସାଧାରଣଙ୍କୁ
Read More...

ମଂଚରେ ଆଉ ଶୁଭିବନି ଭୂପେନଙ୍କ ସ୍ୱର…

ସୁବର୍ଣ୍ଣପୁର,୩୦/୫ - ସଂଗୀତ ନିର୍ଦ୍ଦେଶକ ଭୂପେନ୍ଦ୍ର ବସ୍ତିଆ ବୌଦ୍ଧଜିଲ୍ଲା ଖଟଖଟିଆ ଗ୍ରାମରେ ପିତା ରାମଚନ୍ଦ୍ର ବସ୍ତିଆ ଏବଂ ମାତା ସ୍ୱର୍ଗତ ଶାରଦା ବସ୍ତିଆଙ୍କ ଔରସରୁ ଜନ୍ମଲାଭ କରିଥିବା ଭୂପେନ ଶାସ୍ତ୍ରୀୟ ସଙ୍ଗୀତରେ ଡିଗ୍ରୀ ଶିକ୍ଷା ଲାଭ କରିଥିଲେ । ଖୁବ ସୁନ୍ଦର ଭାବରେ ଗିଟାର ଏବଂ
Read More...

ବିଜେପି ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ସେବା କାର୍ଯ୍ୟ

ଫୁଲବାଣୀ,୩୦/୫- ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସାତ ବର୍ଷ ପୂର୍ତ୍ତିହେଲା । ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଯାଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବୁଲି
Read More...

କରୋନାରେ ସରୋଜ ଭୋଇଙ୍କ ପରଲୋକ

ବୌଦ୍ଧ/ଜହ୍ନାପଙ୍କ,୩୦/୫: ବୌଦ୍ଧ ବ୍ଳକ ବଢ଼ିଗାଁ ବାସିନ୍ଦା ସରୋଜ ଭୋଇ(୪୫)ଙ୍କ ଆଜି ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପରଲୋକ ଘଟିଛି । ସେ କରୋନା ଆକ୍ରାନ୍ତ ହୋଇ ୨ ମାସ ହେଲା ଭୁବନେଶ୍ୱର ହାଇଟେକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଗତ ୪ ତାରିଖରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି
Read More...

ଏବିଭିପି ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ ଲୋକଙ୍କୁ ରନ୍ଧାଖାଦ୍ୟ ଓ ବସ୍ତ୍ର ବଣ୍ଟନ

ନାଉଗାଁ,୩୦/୫- ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ କିଛି ଲୋକଙ୍କୁ ବସ୍ତ୍ର ପରିଧାନ କରାଯିବାସହ ରନ୍ଧା ଖାଦ୍ୟ ଦିଆଯାଇଛି । ଆଉ ଏହିଭଳି ସଟ୍‌ ଡାଉନ୍‌ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ।
Read More...

ବିଜେପିର ୭ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବଲାଙ୍ଗୀର,୩୦/୫- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୭ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦଳ ତରଫରୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କୁଶମେଲ ଗ୍ରାମ ଠାରେ କୋଭିଡ ନିୟମ ପାଳନପୂର୍ବକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୦ୟୁନିଟ ରକ୍ତ
Read More...

ଜୁନ୍‌ ୧୭ ଯାଏଁ ବଢିଲା ଲକ୍‌ ଡାଉନ-୨, ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ

ଭୁବନେଶ୍ୱର,୩୦/୫- ମହାମାରୀ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟସରକାର ଜୁନ୍‌ ପହିଲାରୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ -୨ ବଢାଇଛନ୍ତି । ଲକ୍‌ ଡାଉନ-୧ରେ ରହିଥିବା ସମସ୍ତ ନିୟମ ଲକଡାଉନ -୨ରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିବାବେଳେ କେବଳ
Read More...