Yearly Archives

2021

ସ୍ୱେଚ୍ଛାସେବୀ ସନ୍ତୋଷ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ/ଜହ୍ନାପଙ୍କ,୩୦/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ହାଟପଦା ବାସିନ୍ଦା ସ୍ୱର୍ଗତ ସନ୍ତୋଷ ସାହୁଙ୍କ ଆଜି ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବୁରକଟା ସ୍ଥିତ ଆନନ୍ଦମାର୍ଗ ଆଶ୍ରମରେ ଆଚାର୍ଯ୍ୟ ଶୁଭବ୍ରତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡାପଡା ସରପଞ୍ଚ
Read More...

ପତ୍ନୀ ନୁହେଁ ଶାଶୁଙ୍କ ସହ ଡେଟ୍‌ରେ ଯିବାକୁ ଚାହାଁନ୍ତି ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକା ଦିନରେ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରମୁଖ ଅଭିନେତା । କ୍ୟାରିୟରର ପ୍ରଥମ ଦିନରେ ମଧ୍ୟ ଅକ୍ଷୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିଲେ । ଅକ୍ଷୟଙ୍କ ନାମ ଅନେକ ଇଣ୍ଡଷ୍ଟ୍ରି ଅଭିନେତ୍ରୀଙ୍କ ସହ ଜଡିତ ଥିଲା, କିନ୍ତୁ ଖିଲାଡି
Read More...

ସୁବିଧା ମିଳିଲେ ଲୋକେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି

ସମ୍ବଲପୁର,୩୦/୫- ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ସଘନ ଟୀକାକରଣ ଅଭିଯାନ ଚାଲିଛି । ଏହି ଟୀକାକରଣରେ ୪୫ ରୁ ଅଧିକ ଓ କମ ଆୟୁ ଉଭୟ ବର୍ଗର ଲୋକେ ଲାଭାନ୍ୱିତ ହେଉଛନ୍ତି । ଏଥିପାଇଁ ଆଗରୁ ସ୍ପଟ୍‌ ବୁକିଙ୍ଗ କରିବାକୁ ପଡ଼ୁଥିଲା କିନ୍ତୁ ଏଥିରେ କେବଳ ମାତ୍ର ସ୍ୱଚ୍ଛଳ
Read More...

ଆବାସ ଯୋଜନାରୁ ବଞ୍ଚିତ ହଜାରୀ ଦନାୟକ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ବୌଦ୍ଧ,୩୦/୫- ସରକାର ତୃଣମୁଳ ସ୍ତରରୁ ଆରମ୍ଭ କରି ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ହେଲେ ତାହା କାମରେ ଲାଗିପାରୁନଥିବା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ
Read More...

ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ

ବୌଦ୍ଧ,୩୦/୫- ଆଜି ସକାଳେ ୫-ଟି ଅନ୍ତର୍ଭୁକ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ
Read More...