ସଚେତନ ହେଉଛନ୍ତି ବୌଦ୍ଧ ସହରବାସୀ, ଏକ ସଂଖ୍ୟା ବିଶିଷ୍ଟକୁ ଖସିଲା ସଂକ୍ରମଣ
ବୌଦ୍ଧ,୩୦/୫- ଆଜି ଚଳିତମାସର ଶେଷ ସଟ୍ ଡାଉନ ଥିବାବେଳେ ବୌଦ୍ଧସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ କାଁ ଭାଁ ଲୋକ ଯିବାଆସିବା କରୁଥିବାବେଳେ ସହରସାରା ଶୁନଶାନ ରହିଥିଲା । ନିଜର ଜରୁରୀ କାମରେ କିଛି ଲୋକ ଯାଉଥିବାବେଳେ ସଟ୍ ଡାଉନକୁ ମାନୁଥିବାରୁ!-->…
Read More...
Read More...