ରାସ୍ତାକଡରେ ପଡିଗଲେ ଅସହାୟ ମହିଳା, ମାନବିକତା ଦେଖାଇଲେ ମହିଳା କନଷ୍ଟେବଳ
ଦୁନିଆରେ ମାନବିକତାଠାରୁ ବଡ଼ କିଛି ନାହିଁ । ସୋସିଆଲ ମିଡିଆରେ ମଧ୍ୟ ଏହିପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ଆମ ପାଇଁ ମାନବିକତାର ଉଦାହରଣ ସୃଷ୍ଟି କରୁଛି । ଆଜିକାଲି ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ହୃଦୟ ଜିତିଛି । ଭାଇରାଲ ହେଉଥିବା ଏହି ଫଟୋରେ ଜଣେ ମହିଳା!-->…
Read More...
Read More...