Sign in
Sign in
Recover your password.
A password will be e-mailed to you.
Yearly Archives
2021
ବୌଦ୍ଧ: ଆଜି ୧୪୮ ପଜିଟିଭ ଚିହ୍ନଟ, କେବଳ ପଲସପାଟ୍ ଗ୍ରାମରୁ ୪୬
ବୌଦ୍ଧ,୨୮/୫- ଆଜି ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର କମିଥିବା ଜଣାପଡିଛି । ଆଜି ଜିଲ୍ଲାରୁ ୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିୟାର୍ ସିଂଙ୍କ ସୂତ୍ରରୁ ମିଳିଥିବା!-->…
Read More...
Read More...
ପୁଣି ୩୩ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୭୨୧୬ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ!-->…
Read More...
Read More...
କଣ୍ଟାବାଞ୍ଜିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
କଣ୍ଟାବାଞ୍ଜି : ବିଶ୍ୱବ୍ୟାପୀ ମହାମାରୀରୁ ରକ୍ଷା ଓ ରକ୍ତ ଅଭାବରୁ ଜୀବନ ରକ୍ଷା ପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସ୍ଥାନୀୟ ବିଜୁ ପଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ବି.ଜେ.ଡି. ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ!-->…
Read More...
Read More...
କେବେ ସୁଧୁରିବ ବହିରା -ତେନ୍ତୁଳିପାଲି ରାସ୍ତାର ଅବସ୍ଥା, ଟିକିଏ ବର୍ଷାରେ ଅବସ୍ଥା ବେହାଲ୍
ବୌଦ୍ଧ,୨୮/୫- ବୌଦ୍ଧବ୍ଲକ୍ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ବହିରା ଦେଇ ତେନ୍ତୁଳିପାଲି ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା କେବେ ସୁଧୁରି ପାରୁନାହିଁ । ପ୍ରତିବର୍ଷ ଏ ରାସ୍ତା ମରାମତି କରାଯାଇ ଠିକାଦାର ମାଲାମାଲ୍ ହେଉଥିବା ବେଳେ ଟିକିଏ ବର୍ଷା ହେଲେ ଏ ରାସ୍ତାରେ!-->…
Read More...
Read More...
ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକରେ ବନ୍ୟା ପରିସ୍ଥିତି
ଭଦ୍ରକ ଜିଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ,!-->…
Read More...
Read More...
ବୌଦ୍ଧ : ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବୌଦ୍ଧ,୨୮/୬- ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାରେ ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି l ଆଜିର ୩ ଜଣ ମୃତକଙ୍କୁ ମିଶାଇ ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୭ ରେ ପହଞ୍ଚିଛି l ଆଜି ଘୋଷଣା!-->…
Read More...
Read More...
ଖାଉଟି ମାନଙ୍କୁ ଦିଆଯାଉଛି ମାଟି ଗୋଡ଼ି ମିଶା ଗହମ, ଖାଉଟି ଅସନ୍ତୋଷ
ବୌଦ୍ଧ,୨୮/୫ - ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ମାଧ୍ୟମରେ ଜଣ ପିଛା 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ପ୍ରତି ମାସରେ ଯୋଗାଇ ଦେଉଛନ୍ତି l ସେସବୁ ଖାଦ୍ୟ ଶସ୍ୟ ଗୁଡିକର ମାନକୁ ନେଇ କୌଣସି ତଦାରଖ କରା ଯାଉନଥିବା ଓ ଅଭିଯୋଗର ତଦନ୍ତ କରା!-->…
Read More...
Read More...
ୟାସ୍ ପ୍ରଭାବରେ ହରଭଙ୍ଗାବ୍ଲକରେ ରବିଧାନ ଫସଲ କ୍ଷତି
ହରଭଙ୍ଗା,୨୭/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ମହାନଦୀ ଉପକୁଳ ତଥା ବିଭିନ୍ନ ସ୍ଥାନରେ ଚାଷୀ କରୁଥିବା ରବିଧାନ ଫସଲରେ ଚଳିତବର୍ଷ ୟାସ୍ ପ୍ରଭାବରେ କେତେକାଂଶରେ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଏପଟେ ଅନ୍ୟକେତେକ ଚାଷୀମାନଙ୍କ ଆମ୍ବଚାଷ, ସହ ବିଭିନ୍ନ ପନିପରିବା ଚାଷ କ୍ଷତି ହୋଇଥିବା!-->…
Read More...
Read More...