Yearly Archives

2021

ଘର ଘରକୁ ଯାଇ ସର୍ଭେ କରୁଛନ୍ତି ଆଶା ଓ ଅଙ୍ଗନୱାଡ଼ି କର୍ମୀ

ବୌଦ୍ଧ/ଜହ୍ନାପଙ୍କ,୨୫/୫- ରାଜ୍ୟସରକାରଙ୍କ ଘୋଷଣା ଅନୁସାରେ ସୋମବାରଠାରୁ ଆଶା ଓ ଅଙ୍ଗନୱାଡି କର୍ମୀମନେ ଘରଘର ବୁଲି କୋଭିଡ ସଂକ୍ରମଣ ସର୍ଭେ ଆରମ୍ଭ କରିଛନ୍ତି । ବୌଦ୍ଧ ବ୍ଳକର ୨୫ ଟି ପଞ୍ଚାୟତରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ସ୍ଥାନୀୟ ଆଶା ଓ ଅଙ୍ଗନୱାଡି ପ୍ରତ୍ୟେକ
Read More...

ସମ୍ବଲପୁର ଅଇଁଠାପାଲି ସ୍ଥିତ ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ତ

ସମ୍ବଲପୁର ଅଇଁଠାପାଲି ସ୍ଥିତ Axis Bank ରେ ଭୟାବହ ଅଗ୍ନିକାଣ୍ତ ।  ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ରହିଛି ସୂଚନା ।
Read More...

ସରପଞ୍ଚଙ୍କ ସଟ୍‌ଡାଉନକୁ ମାନିଲେନି ଲୋକେ, ଭାଙ୍ଗିଲେ ବାଡ

ବୌଦ୍ଧ,୨୫/୫ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଗତକାଲି ଚାରି ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ଗତ ୨୨ ତାରିଖରେ ଗୋଟିଏ ଦିନରେ ଗ୍ରାମରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ୨୩ ତାରିଖ ମଧ୍ୟ ରାତ୍ରୀ ଠାରୁ ୨୭
Read More...

ଅବସରପ୍ରାପ୍ତ କୃଷିବିଭାଗ କର୍ମଚାରୀ ଉମେଶଙ୍କ କରୋନା ସଚେତନତା ବାର୍ତ୍ତା

ବୌଦ୍ଧ,୨୫/୫- ବୌଦ୍ଧର ଜଣେ ଅବସରପ୍ରାପ୍ତ କୃଷି କର୍ମଚାରୀ ଉମେଶ ଚନ୍ଦ୍ର ମିଶ୍ର ବିଭିନ୍ନ ଗ୍ରାମକୁ ମୋଟର ସାଇକେଲରେ ଯାଇ କରୋନା ସଚେତନତା ବାର୍ତ୍ତା ଦ୍ୱାରା ଲୋକଙ୍କୁ ସଚେତନ କରୁଛନ୍ତି । ବୌଦ୍ଧବ୍ଲକର ମୁର୍ଷୁଣ୍ଢି, ବଢିଗାଁ, ବଘିଆପଡା, ବ୍ରାହ୍ମଣୀପାଲି, ହରଭଙ୍ଗା ବ୍ଲକର ବନ୍ଧାପଥର
Read More...

ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଦେଖିପାରିବେ ଓଡ଼ିଶାବାସୀ

ନୂଆଦିଲ୍ଲୀ: ବାତ୍ୟା ଭିତରେ ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏଥର ଚନ୍ଦ୍ର ଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର
Read More...

ପାରାଦୀପ ଠାରୁ ୨୨୦ କିମି ଦୂରରେ ବାତ୍ୟା ୟାସ

ନୂଆଦିଲ୍ଲୀ: ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଦ୍ରୁତ ଗତିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଏବେ ପାରାଦୀପ ଠାରୁ ୨୨୦ କିମି, ବାଲେଶ୍ୱର ଠାରୁ ୩୩୦
Read More...

ବୌଦ୍ଧ : ଆଜି ସର୍ବୋଚ୍ଚ ୩୮୫ ପଜିଟିଭ ଚିହ୍ନଟ, ଶୀର୍ଷରେ ପିଙ୍ଗଲାବେଡା ଓ କହଁର୍‌ପଡା ଗ୍ରାମ

ବୌଦ୍ଧ : ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ପଜିଟିଭ ବାହାରିବାରେ ରେକର୍ଡ ରଚିଛି କରୋନା । ଆଜି ଜିଲ୍ଲାରେ ୩୮୫ ପଜିଟିଭ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଲିଆର୍
Read More...