Yearly Archives

2021

କରୋନା ପରୀକ୍ଷା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ଆଜି ପଜିଟିଭ ତ କାଲି ନେଗେଟିଭ !

ବୌଦ୍ଧ - କରୋନାକୁ ନେଇ ଅନେକ ଆଲୋଚନା ହେଉଛି | ତା ସମ୍ପର୍କରେ ବିଭିନ୍ନ ଦିନ ବିଭିନ୍ନ ତଥ୍ୟ ଓ ତାର ସ୍ବରୂପ ଆସୁଥିବା ବେଳେ ଚିକିତ୍ସା ଶାସ୍ତ୍ରୀ ମାନେ ମଧ୍ୟ ତାକୁ ସମ୍ପୁର୍ଣ୍ଣ ଭେଦ କରିପାରି ନାହାନ୍ତି l ଏଭଳି ପରିସ୍ଥିତିରେ କରୋନାର ଗୋଟିଏ ନୁଆଁ ସ୍ବରୂପ ଦେଖିବାକୁ ମିଳିଛି ବୌଦ୍ଧ
Read More...

କରୋନା କଟକଣାକୁ ଫୁ , ୭ ଜଣ ଜୁଆଡି ଗିରଫ

ଦଶପଲ୍ଲା,୨୪/୫- ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ
Read More...

ଇଂଲଣ୍ଡର ବାଥ ସହରରେ ଶ୍ରୀଜୀଉଙ୍କ ବିଗ୍ରହ ହେଲା ପ୍ରତିଷ୍ଠା

ସାତ ସମୁଦ୍ର ପାର ଇଂଲଣ୍ଡର ବାଥ୍‌ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ମହାପ୍ରଭୁ ବିରାଜମାନ କରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍କ ଓ ଗୌରବର ବିଷୟ । ଇଂଲଣ୍ଡରେ ବାସ କରୁଥିବା ଓଡିଆଙ୍କ ସହିତ ଆଶିଷ ରାଜହଂସ ଓ ସୁସ୍ମିତା ରାଜହଂସ
Read More...

ସମ୍ଭାବ୍ୟ ବାତ୍ୟା ‘ୟାସ’ କୁ ନେଇ ପିସିସି ସଭାପତିଙ୍କ ଟାକ୍ସଫୋର୍ସ କମିଟି ଗଠନ

ଭୁବନେଶ୍ୱର,୨୩/୫- ସମ୍ଭାବ୍ୟ ବାତ୍ୟା ‘ୟାସ’ ପରିପ୍ରେକ୍ଷୀରେ ୧୦ ଗୋଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ଯ୍ୟକାରୀ
Read More...

ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ

ବୌଦ୍ଧ /ଜହ୍ନାପଙ୍କ,୨୩/୫- ବୌଦ୍ଧ ବ୍ଳକ ଜହ୍ନାପଙ୍କଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବାରୁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ଚିକିତ୍ସାଳୟକୁ ଆଣିଥିବାବେଳେ ସେଠାରେ ପ୍ରାଣୀ
Read More...