Yearly Archives

2021

କରୋନାରେ ମୃତ୍ୟୁବରଣ କରିଥିବା ପାଟଣାଗଡ଼ ୨ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ,୨୨/୫ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈାଲାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ
Read More...

ଡିମିରିପାଲି ଓ ଜମଘାଟି ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ବାଉଁଶୁଣୀ ୨୨/୫ - ବୌଦ୍ଧ ବ୍ଳକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଡିମିରିପାଲି ଓ ଜମଘାଟି ଗ୍ରାମରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସଂକ୍ରମଣ ବାହ୍ୟ ଗ୍ରାମକୁ ଯେପରି ନ ବ୍ୟାପେ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଉଁଶୁଣୀ ପଞ୍ଚାୟତ
Read More...

ବିକାଶର ନଗ୍ନ ଚିତ୍ର: ସ୍ୱାଧୀନତାର ୭୪ ବର୍ଷ ପରେ ବି ଗାଆଁକୁ ନାହିଁ ରାସ୍ତା

ବୌଦ୍ଧ,୨୨/୫- ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ବିତିଗଲା ପରେ ମଧ୍ୟ ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ବାଦିସାହି ହରିଜନ ବସ୍ତିକୁ ସବୁଦିନିଆ ରାସ୍ତାଟିଏ ହୋଇପାରୁନଥିବା ଅଭିଯୋଗ ହୁଏ । ସତେଯେମିତି ରାସ୍ତାରେ ଚାଲିବା ତାଙ୍କପାଇଁ ସାତ ସପନ ହୋଇଛି । ନୂଆପାଲି ଗ୍ରାମ ଦେବତୀ
Read More...