Yearly Archives

2021

ମୃତ୍ତିକା ସଂରକ୍ଷଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକଙ୍କ ପରଲୋକ

ଗଜପତି,୨୨/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମର ମୃତ୍ତିକା ସଂରକ୍ଷଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ମଦନ ମୋହନ ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ
Read More...

ଗଜପତିରେ ପୁଣି ୧୫୭ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୨/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୩୯ ଜଣ, ଗୋଶାଣି ବ୍ଳକରୁ ୨୬ ଜଣ,ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୨୩ଜଣ, ମୋହନା ବ୍ଳକରୁ ୧୩ଜଣ,
Read More...

ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇଗୋଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା

ଦଶପଲ୍ଲା,୨୨/୫- ନୟାଗଡ ଜିଲ୍ଲାରେ ଦିନକୁ ଦିନ କରେନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରୁ ୩୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରୁଛନ୍ତି । ତଥାପି କିଛି ଅମାନିଆଙ୍କ ଲାଗି
Read More...

ବୌଦ୍ଧଜିଲ୍ଲା : ୨୭୩ କରୋନା ପଜିଟିଭ ଚିହ୍ନଟ, ବଡ଼ ବାଗବର୍‌ ଗ୍ରାମରୁ ସର୍ବାଧିକ ୨୫

ବୌଦ୍ଧ.୨୨/୫ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୭୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ଦବ ଦବ ହୋଇ ଜଳୁଛି ଲାଇଟ, ମରାମତି ଦାବି

ବୌଦ୍ଧ/ଜହ୍ନାପଙ୍କ,୨୧/୫- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡରେ ଲାଗିଥିବା ହାଇମାଷ୍ଟ ଲାଇଟ ଦୀର୍ଘ ଦିନ ହେଲା ଦବ ଦବ ହୋଇ ଜଳୁଥିଲେ ମଧ୍ୟ ଏହାର ମରାମତି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପର
Read More...

ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ରାଜସ୍ୱ ରଥ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି୨୧/୫: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ରାଜସ୍ୱ ବିଭାଗର ବିଭିନ୍ନ ସୁବିଧା ଲୋକଙ୍କୁ ଘର ପାଖରେ ଯୋଗାଇ ଦେବା ନେଇ ଲକଡାଉନ ସମୟରେ ରାଜସ୍ୱ ରଥ କାର୍ଯ୍ୟକ୍ରମ ତହସିଲଦାରଙ୍କ ନେତୃତ୍ୱରେ ଚାଲିଛି । ଆଜି ବ୍ଳକର ଆଭ୍ୟନ୍ତରୀଣ ଇଲାକା ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ଗ୍ରାମରେ
Read More...

ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧଦିବସ ପାଳନ

ଦାରିଙ୍ଗବାଡ଼ି,୨୧/୫: ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାତର ରତ୍ନ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧ ଦିବସ ସମିତି ଅଧ୍ୟକ୍ଷା ରୁଦା ମଳିକଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଏଥିରେ ବ୍ଳକ କଂଗ୍ରେସ ସଭାପତି ପ୍ରଦୀପ ନାୟକ, ବରିଷ୍ଠ କଂଗ୍ରେସ
Read More...