Yearly Archives

2021

ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭଦ୍ରକ: ସମ୍ଭାବ୍ଯ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦ୍ଦେଶନାରେ ଆଜି ଏକ ଜରୁରୀ ବୈଠକ ଭଦ୍ରକ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Read More...

ଧାନ ଚାଷ କରି କଣ ଭୁଲ କରିଛନ୍ତି ?

ଯଦି ରବି ଋତୁରେ ଏ ଦୁଇଟି ପଞ୍ଚାୟତରେ ବେଶୀ ଚାଷ ହୁଏ ନାହିଁ ତେବେ ଯେଉଁମାନେ ଧାନ ଚାଷ କରିଛନ୍ତି ସେମାନେ କଣ ଭୁଲ କରିଛନ୍ତି ? ମଣ୍ଡି ନ ଖୋଲିଲେ ନାହିଁ, କିନ୍ତୁ ନିକଟସ୍ଥ ମଣ୍ଡିରେ କାହିଁକି ସୁଯୋଗ ଦିଆଗଲା ନାହିଁ ? ଏ ଅବହେଳା କାହାର, କାହା ଭୁଲ ପାଇଁ, କାହିଁକି କ୍ଷତି ସହିବେ ?
Read More...

ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ

ଗଜପତି,୨୧/୫- ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ ଯୋଗ ଦେଇଥିଲେ ।
Read More...

ବୌଦ୍ଧ : ଆଜିବି କଲା ରେକର୍ଡ, ଜିଲ୍ଲାରେ ୩୬୫ କରୋନା ପଜିଟିଭ ଚିହ୍ନଟ, ରାୟପୁର ଗ୍ରାମରୁ ସର୍ବାଧିକ ୭୧ ଜଣ

ବୌଦ୍ଧ,୨୧/୫ - ଆଜି ପୁଣି ଉପରକୁ ଉଠିଛି କରୋନା ଗ୍ରାଫ । ଜିଲ୍ଲାରେ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ
Read More...

ଗଜପତିରେ ପୁଣି ୫୩ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୧/୫- ଜିଲ୍ଲାରେ ଆଜି ପୁଣି ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୪ ଜଣ, ଗୋଶାଣି ବ୍ଳକରେ ୧୦ ଜଣ, ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୯ ଜଣ, ଆର
Read More...

କ୍ୱାକ କ୍ଲିନିକକୁ ସିଲ କଲା ପ୍ରଶାସନ

ଦାରିଙ୍ଗବାଡି, ୨୧/୫ - ଦାରିଙ୍ଗବାଡିର ଏକ କ୍ୱାକ କ୍ଲିନିକକୁ ସିଲ୍‌କରିଛି ଦାରିଙ୍ଗବାଡି ପ୍ରଶାସନ । ଦାରିଙ୍ଗବାଡି ବ୍ଲକ ରୋଡ ସାଇଟରେ ରହିଥିବା ଏକ କ୍ୱାକ କ୍ଲିନିକ ଉପରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ
Read More...

ପାରିବାରିକ ବିବାଦକୁ ନେଇ ସାନଭାଇକୁ ହତ୍ୟାକଲା ବଡଭାଇ

ବୌଦ୍ଧ,୨୧/୫ - ପାରିବାରିକ ବିବାଦକୁ ନେଇ ମନମୁଣ୍ଡା ଥାନା ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟିଯାଇଛି । ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର
Read More...

ରାଜେନ୍ଦ୍ର ନଗର ସେବାକମିଟି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି,୨୦/୫- ମହାମାରୀ କରୋନା ସମୟରେ ଲକ ଡାଉନ ଓ ସଟ ଡାଉନ ଭଳି ସମସ୍ୟାରୁ ନିଜନିଜ ଜୀବିକା ହରେଇଥିବା ଗରିବ, ଅସହାୟ ମାନଙ୍କ ପାଇଁ ସହଯୋଗର ହାତ ବଢେଇଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ସେବା କମିଟି । ସହରର ହସ୍ପିଟାଲ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର
Read More...