Yearly Archives

2021

ଆଜି 3 କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ହେଲା 2795

ବୌଦ୍ଧ,୧୪/୧ - ଆଜି ପୁଣି ଜିଲ୍ଲାରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 3ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2795 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ
Read More...

କଳାହାଣ୍ଡିରେ ୨ହଜାର ୮୫କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଭୋକର ଭୂଗୋଳ ଏବେ ଭାତ ହାଣ୍ଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ସମୟରେ ଦୀର୍ଘ ୯ମାସ ପରେ ଆଜି କଳାହାଣ୍ଡି ଗସ୍ତ କରି ୨ ହଜାର ୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା
Read More...

ବିନା ଟୋକନରେ ମଣ୍ଡିରେ ଥିବା ୧୦୦ କ୍ୱିଣ୍ଟାଲ ଧାନ ଜବତ

ବୌଦ୍ଧ,୧୪/୧ - ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିର ଧାନମଣ୍ଡିରେ ସନ୍ଦେହଜନକ ଅବସ୍ଥାରେ ରଖା ଯାଇଥିବା ପ୍ରାୟ ୧୦୦ କ୍ୱିଣ୍ଟାଲ ଧାନକୁ ଗତକାଲି ଯୋଗାଣ ବିଭାଗ ଜବତ୍‌ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ମଣ୍ଡିରେ ପ୍ରାୟ ୧୦୦ କ୍ୱିଣ୍ଟାଲ୍‌ ଧାନ କୌଣସି ବ୍ୟକ୍ତି
Read More...

ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ସ୍କୋର୍ପିଓକୁ ଧକ୍କାଦେଲା ଟ୍ରକ

ବୌଦ୍ଧ,୧୪/୧ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ରାଜନପାଲି ଛକରେ ଗୋଟିଏ ଟ୍ରକ ଓ ସ୍କୋର୍ପିଓ ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଗୋଟିଏ ଟମାଟୋ ବୋଝେଇ ଟ୍ରକ
Read More...

ଆର.ଆଇ.ମାନେ ଖସିଲେ, ବଳି ପଡିଲେ ଦୁଇ ପେକ୍ସ ସମ୍ପାଦକ

ବୌଦ୍ଧ,୧୩/୧ - ବୌଦ୍ଧ ଜିଲ୍ଲାର ବିଭିନ୍ନ ସମିତିରେ ଧାନ ପଞ୍ଜିକରଣ ସମୟରେ ଆଟ ଜମି ପଞ୍ଜିକରଣ କରାଯାଇଥିବା ମାମଲାରେ ଆଜି ଦୁଇ ଜଣ ସମିତି ସମ୍ପାଦକ ନିଲମ୍ବିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍‌ ରାମଗଡ ପେକ୍ସ ସମ୍ପାଦକ ନିରୋଦ କୁମାର ପାତ୍ର ଓ ବୌଦ୍ଧବ୍ଲକ
Read More...

ମା କନ୍ଧେନବୁଢୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ,୧୩/୧- ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ମା କନ୍ଧେନବୁଢୀ ଯୁବକ ସଂଘ ଆନୁକୁଲ୍ୟରେ ମା କନ୍ଧେନବୁଢୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀର ଉଦଯାପନ ସମାରୋହ ଅବସରରେ ଅନୁଷ୍ଠିତ ଭଲିବଲ୍‌
Read More...

ନିଲମ୍ବିତ ଖୁଣ୍ଟବନ୍ଧ ସରପଞ୍ଚ ପୁନଃ ଅବସ୍ଥାପିତ ହେଲେ

ବୌଦ୍ଧ,୧୩/୧- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ନିଲମ୍ବିତ ନିର୍ବାଚିତ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ସରକାର ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ଆଜି ସରପଞ୍ଚ ଭାବେ ସେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ଶୃଙ୍ଖଳାଗତ
Read More...

ବାଲିଗୁଡ଼ା ସିଟି ସ୍କୁଲ୍‌ ନିକଟରୁ ଦେଢ଼ଏକରୁ ଉର୍ଦ୍ଧ୍ୱ ଜମି ଉଚ୍ଛେଦ କଲେ ତହସିଲଦାର

ବାଲିଗୁଡ଼ା,୧୩/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ କରିବାରେ ଲାଗିଛନ୍ତି ଜମିମାଫିଆ । ସରକାରୀ ଜମି ଧିରେଧିରେ ଅଞ୍ଚଳରୁ ମାଫିଆ ନିଜ ଅବଦାନକୁ ନେଉଥିବା ଯୋଗୁଁ ସରକାରଙ୍କ ଉନ୍ନୟନ ମୂଳକ କାମ ପାଇଁ ଜମି ଅଭାବ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ
Read More...

ବିଜେପି କୃଷକ ମୋର୍ଚ୍ଚା ସଂଯୋଜକଙ୍କ ମଣ୍ଡି ପରିଦର୍ଶନ

ବୌଦ୍ଧ,୧୩/୧- ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ମନରଞ୍ଜନ ଦାଶ ଗତକାଲି ଅପରାହ୍ନରେ ବୁଟୁପାଲି ଠାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡି ପରିଦର୍ଶନରେ ଯାଇ ଚାଷୀ ଓ ପେକ୍ସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ଯେଉଁ
Read More...

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବୌଦ୍ଧଗସ୍ତ

ବୌଦ୍ଧ,୧୩/୧- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗତକାଲି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ଜିଲ୍ଲାରେ ସନ୍ତୋଷଜନକ ଥିବା ଶ୍ରୀ ଦାସ ବର୍ମା କହିଥିଲେ । ବୌଦ୍ଧ ଜିଲ୍ଲାରେ ୪୨ ଗୋଟି ପେକ୍ସ ଜରିଆରେ ଖରିଫ ଧାନ
Read More...