Yearly Archives

2021

ପୁରସ୍କାର ବିଜେତା ମାଗ୍‌ମା “ଏମ୍‌-ସ୍କଲାର’ ଷଷ୍ଠ ବର୍ଷରେ ପଦାର୍ପଣ

ମୁମ୍ବାଇ : କୋଲକତା ସ୍ଥିତ ମାଗମା ଫାଉଣ୍ଡେସନ ମାଗ୍‌ମା "ଏମ୍‌-ସ୍କଲାର ୨୦୨୦' ନିମନ୍ତେ ନିଜର ମେଧା ତାଲିକା ଘୋଷଣା କରିଛି । ବର୍ଷ ୨୦୧୫ଠାରୁ ମାଗ୍‌ମା ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 'ଏମ୍‌-ସ୍କଲାର' ପ୍ରଦାନ କରିଆସୁଛି । ନୂତନ ମେଧ ସୂଚୀ ଅନୁଯାୟୀ
Read More...

ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ

ବୌଦ୍ଧ/ବାଉଁଶୁଣୀ,୧୦/୧ - ବୌଦ୍ଧ ବ୍ଲକ୍ କସୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଙ୍ଘପାଲି ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି | ପଞ୍ଚରା ବ୍ରାମ୍ହଣ ସମାଜର ସଭାପତି
Read More...

ପୁରୁଣାକଟକ ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ବୌଦ୍ଧ,୧୦/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ୧୯୮୪ ମସିହା ମାଟ୍ରିକ ବ୍ୟାଚର ଛାତ୍ର ମାନଙ୍କ ବନ୍ଧୁ ମିଳନ ଓ ପ୍ରାକ୍ତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି | ପୁରୁଣା କଟକସ୍ଥିତ ମା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପରିସର ରେ
Read More...

ଆମ ପରିବାର ପକ୍ଷରୁ ପରିବେଶ ସଚେତନତା ସଭା

ବୌଦ୍ଧ,୧୦/୧- ପରିବେଶ ସୁରକ୍ଷିତ ହେଲେ ଆମେ ସୁରକ୍ଷିତ ହେବା ଏହି ବାର୍ତ୍ତା ନେଇ' ଆମପରିବାର ' ପକ୍ଷରୁ ଖଟଖଟିଆ ପଂଚାୟତ ର ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ରଂଜୁ ଅମାତଙ୍କ ଆବହକତ୍ୱରେ ଅନୁଷ୍ଠିତ ସଭାରେ ଆମପରିବାର ର ଅଧ୍ୟକ୍ଷ ଲଳିତ ବସ୍ତିଆ
Read More...

ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସମ୍ମେଳନ

ବୌଦ୍ଧ,୧୦/୧- ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମେଳନ ଆଜି ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ସୁଧାଂଶୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଈଛି । ଏଥିରେ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି,ସମ୍ପାଦକ ଅବକାଶ ସାହୁ ପ୍ରମୁଖ
Read More...

ମା ମହାଲକ୍ଷ୍ମୀ ନାରାୟଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ,୧୦/୧ - କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଂଚାୟତ ଟାଙ୍ଗିଆପାଲି ଗାଁ ରେ ଦୀର୍ଘ ଏକ ସପ୍ତାହ ବ୍ୟାପି ଚାଲିଥିବା ମା ମହାଲକ୍ଷ୍ମୀ ନାରାୟଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି | ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜ ସେବୀ ତଥା ବିଜେଡି ଜିଲ୍ଲା ଉପ ସଭାପତି
Read More...

ହରିଶଙ୍କର ଠାରେ ଜୟ କିଷାନ ଆନ୍ଦୋଳନ ବଲାଙ୍ଗୀରର ଆହ୍ୱାନ

ଖପ୍ରାଖୋଲ,୧୦/୧- ହରିଶଙ୍କରସ୍ଥିତ ଟି. ଆର. ସି. ବିଲଡିଂ ଠାରେ ଜୟ କିଷାନ ଆନ୍ଦୋଳନର ଆବାହକ ଶ୍ରୀ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷିକୁ
Read More...

ଓ.ସେ.ପା ସହ ନିର୍ଦ୍ଦେଶକଙ୍କ ବିଦ୍ୟାଳୟ ପରିଦର୍ଶନ

ପାରଳାଖେମୁଣ୍ଡି,୧୦/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗାରାବନ୍ଧସ୍ଥ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ଼ ବିଦ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିବାପାଇଁ ଓ.ସେ.ପା ସହ ନିର୍ଦ୍ଦେଶକ ଉଦୟନାଥ ମାଝୀ ଗସ୍ତକରି ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ଏହି ସମୟରେ ସେ ଓଡ଼ିଶା ଶିକ୍ଷା ବିଭାଗର କୋଭିଡ-୧୯ ଓ
Read More...

ମାନବିକତାର ପରିଚୟ ଦେଲେ ବାଲିଗୁଡ଼ା ବିଧାୟକ

ବାଲିଗୁଡ଼ା, ୧୦/୧- ମାନବିକତାର ପରିଚୟ ଦେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର । ଗତକାଲି ବାଲିଗୁଡ଼ା ବ୍ଲକ୍‌ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇ ଫେରିବା ସମୟରେ ବିରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ମୋଟରସାଇକେଲ ରାସ୍ତା କଡ଼ରେ ଥିବା ଏକ
Read More...

କିଆକଟା ନଦୀକୂଳରୁ ହତ୍ୟାକାରୀକୁ ଗିରଫକଲା ପୋଲିସ

ବୌଦ୍ଧ,୧୦/୧ - ବୌଦ୍ଧ ଥାନା କିରାସିରା (ଖମାରୀପଡା) ଗ୍ରାମରେ ଗତ ଗୁରୁବାର ଦିନ ଘଟିଥିବା ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ବିଦ୍ୟାଧର ନାଏକଙ୍କୁ ଗତକାଲି ବୌଦ୍ଧ ଆଦର୍ଶ ଥାନା ପୋଲିସ ବୌଦ୍ଧ ସହର ମହାନଦୀର ଅପର ପାର୍ଶ୍ୱ କିଆକଟା ନଦୀ କୂଳରୁ ଗିରଫ କରିଛି । ଟାଙ୍ଗିଆରେ ବଡ ବାପା ପୁଅ ଭାଇ
Read More...