Monthly Archives

January 2022

ଘୋଷଣା ହେଲା ପଦ୍ମ ପୁରସ୍କାର : ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ପଦ୍ମ ପୁରସ୍କାର । ଏଥର ବିଭିନ୍ନ କ୍ଷେତ୍ରର ମୋଟ ୧୨୮ ଜଣ ଖ୍ୟାତନାମା ବ୍ୟକ୍ତି ପାଇବେ ଏହି ସମ୍ମାନ । ସେମାନଙ୍କ ମଧ୍ୟରେ ୪ ଜଣ ପଦ୍ମ ବିଭୂଷଣ,୧୭ ଜଣ ପଦ୍ମଭୂଷଣ ଓ ୧୦୭ ଜଣ ପଦ୍ମ ପୁରସ୍କାର ବିଜେତା ଅଛନ୍ତି । ସେହିପରି,ସେମାନଙ୍କ
Read More...

“ଟିକାକରଣ ଜନଆନ୍ଦୋଳନର ରୂପ ନେଇଛି’

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍‌ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନି ।
Read More...

ଗରିବ ଆଦିବାସୀ ଏମବିଏ ଛାତ୍ର ପାବୁରିଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ

ଘୁ ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବି ଉଚ୍ଚ ଶିକ୍ଷିତ ଯୁବକମାନେ ବି ରାଜନୀତି ପ୍ରତି ଆଗ୍ରହ ଦେଖେଇ ଆଗକୁ ଆସିଲେଣି । ଏହିଭଳି ଏକ ଆଦିବାସୀ ଯୁବକ ସାନୁଜ ପ୍ରଧାନ ବିବିଏ ପାଠପଢା ସାରିବା ପରେ ଏମବିଏ ପଢୁଛନ୍ତି ବୟସ ମାତ୍ର ୨୩ ବର୍ଷ ଘର ପାବୁରିଆ ପଞ୍ଚାୟତର ବରୀଗୁଡା
Read More...

ଓଡିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ୱର: ଆଜି ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଓଡ଼ିଶାରୁ ୬ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ। ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ। ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ
Read More...

ବୌଦ୍ଧ ଜିଲ୍ଲାରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ବୌଦ୍ଧ : ରାଜ୍ୟରେ ଗତ କିଛି ଦିନ ହେଲାଣି କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ମୋଟ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।ଆସନ୍ତୁ
Read More...

ବନବିଭାଗ ତରଫରୁ ଅଗ୍ନି ନିରୋଧ, ସଚେତନତା ବୈଠକ

ଦଶପଲ୍ଲା : ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକଙ୍କ ଉଦ୍ୟମ କ୍ରମେ ଆଜି ଅପରାହ୍ନ ୪ ଘଟିକା ସମୟରେ ଦଶପଲ୍ଲାର ଜଂଗଲ ସୁରକ୍ଷାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଦିବାସୀ ଗ୍ରାମ ମୁଣ୍ଡୁଳୀର ଗ୍ରାମବାସୀଙ୍କୁ ନେଇ ଜଂଗଲ ସୁରକ୍ଷା ଓ ଜଂଗଲ ଅଗ୍ନି ନିବାରଣ ଉପରେ ଏକ ବୈଠକ ଅନୁଷ୍ଠିତ
Read More...

ଆଠମଲ୍ଲିକରେ ଜାତୀୟ ଭୋଟର ଦିବସ ପାଳିତ

ଆଠମଲ୍ଲିକ : ଆଜି ଆଠମଲ୍ଲିକର ବ୍ଲକ ସଭାଘରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଲଳିତମୋହନ ବେହେରା, ବିଡ଼ିଓ ସନ୍ତୋଷ କୁମାର ସାହୁ, ତହସିଲଦାର ଶ୍ରୀମତୀ ସୋଫି ସୈନିକା , ବିଜ୍ଞାପିତ ଅଂଚଳର ନିର୍ବାହୀ ଅଧିକାରୀ ଶ୍ରୀମତୀ କାଦମ୍ବିନୀ ଜେନା । ଉପଖଣ୍ଡ
Read More...

ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର: ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ସେ ଚର୍ଚ୍ଚାକୁ ଆସିଥିଲେ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା ।
Read More...

ନିର୍ମଳାଙ୍କ ବଜେଟ ଟିମ୍‌ରେ ଅଛନ୍ତି ଏହି ୬ ସଦସ୍ୟ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ । ବଜେଟକୁ ନେଇ ନାନା କଳ୍ପନାଜଳ୍ପନା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ବଜେଟରେ କାହା ପାଇଁ କ’ଣ ରହିବ,ତାହା ଜାଣିବା ପାଇଁ ସବୁ ମହଲରେ ଉକ୍ରଣ୍ଠା ଦେଖାଦେଇଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା
Read More...

ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ : ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସକ୍ରିମ କାଠିରେ ଏହି କଳାକୃତି କରିଛନ୍ତି ।୬ ୭୫ଟି
Read More...