Monthly Archives

January 2022

ଏସଟିଏଫ୍ ଚଢାଉ ; ୪ କୋଟି ଟଙ୍କାର ବ୍ରାଉନସୁଗାର ସହ ନଗଦ ୬୫ଲକ୍ଷ ଜବତ, ଜଣେ ଗିରଫ

ଭୁବନେଶ୍ୱର: ୨୦୨୦ ମସିହାରୁ ଏସଟିଏଫ ଡ୍ରଗ୍ସ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏବେ ମିଳିଛି ବଡ଼ ସଫଳତା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍‌ର ଏକ ଟିମ୍‌ ନୟାଗଡ ପିଡବ୍ଲୁଡି ଲେନ୍‌ ଉପରେ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ
Read More...

ଗୌତମ ଗମ୍ଭୀର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଗମ୍ଭୀର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । କରୋନା ର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ, ଗମ୍ଭୀର ତାଙ୍କର ପରୀକ୍ଷା କରିଥିଲେ ଏବଂ ତାଙ୍କର
Read More...

ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୯୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ
Read More...

ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ଧାରଣା ପ୍ରତ୍ୟାହୃତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ମାନଙ୍କର ଧାନ ଉତ୍ପାଦନ ହୋଇ ଏକ
Read More...

ଜାତୀୟ ମତଦାତା ଦିବସ ପାଳିତ, ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

ପୁରୀ- ଜିଲ୍ଲା ସ୍ତରୀୟ ୧୨ତମ ଜାତୀୟ ମତଦାତା ଦିବସ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ସମସ୍ତଙ୍କ
Read More...

ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍‌ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷଣୀ ବ୍ଲକ୍‌ର ମିଲର୍‌ ମାନଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ
Read More...

କରୋନା ଗ୍ରାଫ୍ ତଳମୁହାଁ, ପୁଣି ୮୯୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୮୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ବୌଦ୍ଧ : ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ପ୍ରସ୍ତୁୁତି ବୈଠକ

ବୌଦ୍ଧ : ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଉପଲକ୍ଷେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା
Read More...

ଏଣିକି ଏହି ନାଁରେ ପରିଚିତ ହେବ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ : ଆଇପିଏଲର ଆସନ୍ତା ସଂସ୍କରଣରେ ପ୍ରବେଶ କରିବାକୁ ଥିବା ଦୁଇଟି ନୂତନ ଦଳ ମଧ୍ୟରୁ ଲକ୍ଷ୍ନୌ ଆଇପିଏଲ ଫ୍ରାଞ୍ଚାଇଜ୍‌ର ଅଫିସିଆଲ ନାମ ଆଜି ଘୋଷଣା କରାଯାଇଛି । ଏହାର ଅଫିସିଆଲ ନାମ ହେବ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌' । ଦଳର ମାଲିକ ସଞ୍ଜୀବ ଗୋଏଙ୍କା ସୋମବାର ଟ୍ୱିଟରରେ ଏହି ଘୋଷଣା
Read More...

କ୍ରୀଡ଼ାରେ କରୋନା ବିସ୍ଫୋରଣ : ଏସିଆନ କପରୁ ବାଦ୍‌ପଡ଼ିଲା ଭାରତ

ମୁମ୍ବାଇ : ଅନ୍ୟ କ୍ଷେତ୍ର ଭଳି କ୍ରୀଡ଼ାରେ ମଧ୍ୟ କରୋନା ମାଡ଼ିଚାଲିଛି । ଏହି କାରଣରୁ କେତେକ ମ୍ୟାଚ ସ୍ଥଗିତ ରହିଛି । ବହୁ ଖେଳାଳି ସଂକ୍ରମିତ ହୋଇଛନ୍ତି । ଏବେ ଫୁଟବଲ କ୍ରୀଡ଼ାରେ ହୋଇଛି କରୋନା ବିସ୍ଫୋରଣ । ବର୍ତ୍ତମାନ ଏଠାରେ ଏସିଆନ କପ ଚାଲିଛି । ଏଥିରେ ଭାରତ ଭାଗ ନେଇଛି । ତେବେ
Read More...