ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ
ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ!-->…
Read More...
Read More...