Monthly Archives

January 2022

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର,୧୭/୧: - ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଜିଲ୍ଲାରେ ୨୬ ଗୋଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ
Read More...

ସୌର ଗୃହବତୀ ଅଚଳ, ଡିବିରୀ ଆଲୁଅ ଭରସାରେ ଆଦିବାସୀ

ଦଶପଲ୍ଲା,୧୭/୧: - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଶ୍ରଡା, ପାନାବାରୀ, ତାବଡା ଭଳି ଅନେକ ଆଦିବାସୀ ଗାଁରେ ଏବେବି ଅନ୍ଧାର ରାଜ୍‌ କରୁଛି । ଏହି ଗାଁକୁ ବିଦ୍ୟୁତ୍‌ ସଂଯୋଗ ନଥିବାବେଳେ ସରକାରୀ ଯୋଜନାରେ ଯୋଗାଇ ଦିଆଯାଇଥିବା ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ବସବାସ କରୁଥିବା
Read More...

ରୋହିତ ହେବେ ଟେଷ୍ଟ ଦଳର ଅଧିନାୟକ, ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ

ନୂଆଦିଲ୍ଲୀ : ହିଟମ୍ୟାନ ଭାବେ ପରିଚିତ ଭାରତର ଓପନର ରୋହିତ ଶର୍ମା ଏଣିକି ଭାରତୀୟ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ହେବାକୁ ଯାଉଛନ୍ତି । ପୂର୍ବରୁ ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇସାରିଛନ୍ତି । କୁହାଯାଉଛି ଯେ, ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକତ୍ୱ ଦାୟିତ୍ୱ
Read More...

୫ ମୋବାଇଲ ଲୁଟେରାକୁ କାବୁକଲା ପୁରୀ ପୁଲିସ

ପୁରୀ: ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି ।
Read More...

ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର:ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୦ହଜାର ୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ
Read More...

କରୋନା କାଳରେ ପିତାମାତାଙ୍କୁ ହରାଇଛନ୍ତି ୧.୪୭ ଲକ୍ଷ ଶିଶୁ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୦୨୦ ପରଠାରୁ ଦେଶରେ ୧ ଲକ୍ଷ ୪୭ ହଜାର ୪୯୨ ପିଲା କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ଏଥିରେ ୭୬,୫୦୮ ପୁଅ, ୭୦,୯୮୦ ବାଳିକା ଏବଂ ୪ ଟ୍ରାନ୍ସଜେଣ୍ଡର ଶିଶୁ ଅନ୍ତର୍ଭୁକ୍ତ । ଏନସିପିସିଆର କହିଛି ଯେ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ
Read More...

ଆସନ୍ତାକାଲିଠୁ ଡାଭୋସ ସମ୍ମିଳନୀ

ନୂଆଦିଲ୍ଲୀ,୧୬/୧ : ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡାଭୋସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ
Read More...

ଇତିହାସ ରଚିଲେ ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରୀଡ଼ାପ୍ରେମୀମାନେ ଖୁସି ହେଲାଭଳି ଦିନଟିଏ । ଭାରତକୁ ଗର୍ବିତ କଲାଭଳି ଉପଲବ୍ଧି ହାସଲ କରିଛନ୍ତି ଆଗଧାଡ଼ି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ । ଆଜି ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍‌ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍‌ ଲୋ କିନ୍‌ ୟୁଙ୍କୁ ହରାଇ ଇଣ୍ଡିଆ
Read More...

ହରିଣର ଡିଆଁ ଦେଖି ତାଜୁବ ହେଲେ ପର୍ଯ୍ୟଟକ

ଛିନ୍ଦୱାଡ଼ା : ପଶୁପକ୍ଷୀମାନେ କଥା କହିପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ପାଖରେ ଏଭଳି କିଛି ଐଶ୍ୱରିକ ଶକ୍ତି ରହିଛି,ଯାହା ବଳରେ ଅସମ୍ଭବକୁ ସମ୍ଭବ କରିପାରିଥାନ୍ତି । ସେମାନଙ୍କୁ ଭଗବାନ ଦେଇଥିବା ଏହି ଶକ୍ତିର ଝଲକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ନିକଟରେ ସେହିଭଳି ଏକ ଦୃଶ୍ୟ
Read More...

ବିଜେପି ସମସ୍ତ ନିଲମ୍ବିତ କାର୍ଯ୍ୟକର୍ତ୍ତାଙ୍କ ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ବିଗତ ନିର୍ବାଚନ ମାନଙ୍କରେ ନିଲମ୍ବିତ କରାଯାଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କର ନିଲମ୍ବନ ପ୍ରତ୍ୟାହାର କରିଛି । ପାର୍ଟୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ଏହି ସୂଚନା ଦିଆଯାଇଛି ।
Read More...