Monthly Archives

January 2022

କାମରେ ଆସୁନି ଦୁଇ କୋଟି ଟଙ୍କାର ମାର୍କେଟ ୟାର୍ଡ

ସୁବର୍ଣ୍ଣପୁର: କେଉଁଠି ଭିତ୍ତିଭୂମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ତ କେଉଁଠି ଭିତ୍ତିଭୂମି ଥାଇ ହେଉନି ବ୍ୟବହାର । ଚାଷୀଙ୍କ ପେଟରୁ କାଟି ସରକାର ଭିତ୍ତିଭୂମିର ବିକାଶ କରୁଥିବାବେଳେ ଚାଷୀ ଭିତ୍ତିଭୂମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । ସରକାର ସବୁ ଦେଖି ଚୁପ ସାଜିଥିବାବେଳେ
Read More...

ଆଉ ଅଳ୍ପ ଦିନ ପରେ ଗଣତନ୍ତ୍ର ଦିବସ : ରାଜଧାନୀରୁ ମିଳିଲା ଶକ୍ତିଶାଳୀ ବିସ୍ଫୋରକ

ଗାଜିପୁର : ସାଧାରଣତଃ ସ୍ୱାଧୀନତା ଦିବସ,ଗଣତନ୍ତ୍ର ଦିବସ,ଦିପାବଳୀ ଭଳି ଅବସରରେ ସନ୍ତ୍ରାସବାଦୀ ହମଲା ଧମକ ଆସିଥାଏ । ତେଣୁ ଏହିସବୁ ଦିବସ ଓ ଉତ୍ସବ ପୂର୍ବରୁ ପୁଲିସ ସଜାଗ ରହି କଡ଼ା ଯାଞ୍ଚ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏଥର ଗଣତନ୍ତ ଦିବସ ପାଖେଇ ଆସୁଥିବା ବେଳେ ପୁଳିସର ସେହିପରି
Read More...

୪୦ ଲିଟର ମହୁଲି ମଦ ଜବତ, ଜଣେ ଗିରଫ

ଘୁ ଉଦୟଗିରି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତା' ପୂର୍ବରୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ନିମନ୍ତେ ନିର୍ବାଚନ କମିଶନର ସ୍ପଷ୍ଟ କରିଥିବା ବେଳେ ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବଣ୍ଟି
Read More...

ବ୍ୟାସ କବି ଜୟନ୍ତୀ ପାଳନ

ଫୁଲବାଣୀ:ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ଜୟନ୍ତୀ କରୋନା କଟକଣା ଭିତରେ କୋଭିଡ ନିୟମକୁ ମାନି ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ କର କମଳରେ ନୂତନ ସଂସ୍କାରିତ ଗୃହକୁ
Read More...

ଆସିଲା ନୂଆ କରୋନା ଗାଇଡଲାଇନ: ଜାଣନ୍ତୁ,କ’ଣସବୁ ରହିଛି ନିୟମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ଏକାଧିକ ପଦକ୍ଷେପ ନେଇସାରିଲେଣି । ଗୋଟିଏ ପରେ ଗୋଟିଏ ଗାଇଡଲାଇନ ମଧ୍ୟ ଜାରି କରୁଛନ୍ତି । ଆଜି ପୁଣି କରୋନା ନେଇ ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି ସରକାର । ତେବେ ନିର୍ଦ୍ଦିଷ୍ଟଭାବେ ଏହି ଗାଇଡଲାଇନ ହୋମଆଇସୋଲେସନ ଓ
Read More...

ଟେଣ୍ଟ ଖୋଲୁଥିବା ବେଳେ ମାଡ଼ିବସିଲା ମୃତ୍ୟୁ

ପାଟନା : ବିହାରରେ ଘଟିଛି ଏକ ଏକ ଅତୀବ ଦୁଃଖଦ ଘଟଣା । ଅକାଳରେ ଝଡ଼ିଯାଇଛି ତିନି ଯବାନଙ୍କ ଜୀବନ । ବିହାରରେ ଆଜି ଘଟିଛି ଏଭଳି ମର୍ମାନ୍ତିକ ଘଟଣା । ସୁପୋଲ ଜିଲ୍ଲାରେ ଏସଏସବିର ୪୫ତମ ବାଟାଲିୟମର ବୀରପୁର କ୍ୟାମ୍ପରେ ବିଦ୍ୟୁତ୍‌ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା
Read More...

ଧୂଳିସାତ ହୋଇଯାଇପାରେ ଜୋକୋଭିକଙ୍କ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ

ମେଲବର୍ଣ୍ଣ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ସୃଷ୍ଟିି ହେବାରେ ଲାଗିଛି । ଆଜି କିଛି ଘଣ୍ଟା ତଳେ ସରକାର ତାଙ୍କର ଅଷ୍ଟ୍ରେଲିଆ ଛାଡ଼ିବା ସମୟକୁ ବିଳମ୍ବିତ କରିବା ପାଇଁ ରାଜି ହୋଇଥିବା ଖବର ଆସିଥିଲା । ଏହାକୁ ନେଇ ଜୋକୋଭିକ କିଛିଟା ଖୁସି
Read More...

ଭାରତର ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା

କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ
Read More...

ଜୋକୋଭିକ୍‌ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ସିଡନୀ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ସମସ୍ୟା ଏପର୍ଯ୍ୟନ୍ତ ତୁଟୁନି । ଗୋଟିଏ ପରେ ଗୋଟିଏ ଅଡ଼ୁଆ ବାହାରୁଛି । ତେବେ ଆଜି ତାଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । କେତେକ ଆଇନଗତ ପଦ୍ଧତି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ
Read More...

କରୋନାରେ ଆକ୍ରାନ୍ତ ହେଲେ କୋରାପୁଟ ସାଂସଦ

କୋରାପୁଟ: କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ସାଂସଦ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସପ୍ତଗିରି କହିଛନ୍ତି କି ’ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ମୋ ମଧ୍ୟରେ କରୋନାର
Read More...