Monthly Archives

January 2022

ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ସ୍ଥାନୀୟ ଉତ୍କଳ ହିତେଇସେଣୀ ସମାଜ ସଭାଗୃହରେ ପାରଳା ତଥା ଗୁରାଣ୍ଡି ନିବାସୀ ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ୮୨ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ପ୍ରସ୍ତାବିତ ଜରୁରୀ ଚିକିତ୍ସା ଯିବା ଅବସରରେ ଦେହାନ୍ତ ହୋଇସାରିଛନ୍ତି । ଜଣେ ମିଷ୍ଟ ଭାଷୀ,
Read More...

ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା

ପୁରୀ : ପୁରୀ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବାକୁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ ରଖିବାକୁ ପୌରସଂସ୍ଥା ସହ ସହରବାସୀଙ୍କ ଯୋଗଦାନ ରହିଛି । ଏହି
Read More...

କେଏଲ ରାହୁଲ ଟେଷ୍ଟରେ ୱିକେଟ କିପିଂ କରିପାରିବେନି, କାରଣ କହିଲେ ଗମ୍ଭୀର

ନୂଆଦିଲ୍ଲୀ : ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ତାଙ୍କ ସଟ୍‌ ଚୟନ ପାଇଁ ସମାଲୋଚକଙ୍କ ସ୍କାନରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ନ ଖୋଲି ଆଉଟ ହେବା ପରେ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି । ଏଭଳି
Read More...

ବିସିସିଆଇର ପ୍ଲାନ୍‌-ବି, ଏହି ଦୁଇ ଦେଶରେ ଆୟୋଜିତ ହୋଇପାରେ ଆଇପିଏଲ

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ଉପରେ ପୁଣି ଥରେ କରୋନା ବାଟ ଓଗଳିପାରେ । ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲହର ଯେଉଁ ଗତିରେ ବଢୁଛି, ସେହି ପରିସ୍ଥିତିରେ ଦେଶରେ ଆଇପିଏଲ ଆୟୋଜନ ସମ୍ଭବପର ଦେଖାଯାଉନାହିଁ । କିନ୍ତୁ ବିସିସିଆଇ ଏହି
Read More...

“ସେବା ଉତ୍ସବ ସମିତି’ ପକ୍ଷରୁ ମିନି ମାରାଥନ

ଦଶପଲ୍ଲା : ଯୁବ ପିଢ଼ି ହେଉଛନ୍ତି ଆମ ଦେଶର ଶକ୍ତି । ଯୁବକଙ୍କୁ ବାଦ ଦେଇ ଦେଶର ବିକାଶ କଥା ଚିନ୍ତା କରିବା ବୋଧହୁଏ ଅସମ୍ଭବ । ତେଣୁ ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶର ଯୁବପିଢ଼ିଙ୍କୁ ଏକାଠି ହେବାକୁ ପଡ଼ିବ । ନୟାଗଡ଼ ଜିଲ୍ଲା ‘ସେବା ଉତ୍ସବ ସମିତି’ ପକ୍ଷରୁ ନୟାଗଡ଼
Read More...

ଗିରଫ୍‌ ହେଲେ ମି-୪୨୦, କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ

ଦଶପଲ୍ଲା : ବହୁ ଶିକ୍ଷିତ ବେକାର୍‌ ଯୁବକଯୁବତୀଙ୍କୁ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଠକୁଥିବା ଅଭିଯୋଗରେ ରଣପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତାଙ୍କ ଠାରୁ ଏକ କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ରଣପୁର ଥାନା ଅନ୍ତର୍ଗତ ହଂସରା ଗ୍ରାମର ରାଜୀବ
Read More...

୧୮ ଆଇନଜୀବୀ ପାଇଲେ ସରକାରୀ ନିଯୁକ୍ତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଆଇନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦ୍ରଭୁବନ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର ,
Read More...

ହାଟବସାଇ ବାଟ ବିଗାଡିଲା ପୌର ପ୍ରଶାସନ, ଅସରାଏ ବର୍ଷାରେ ଦୈନିକ ହାଟର ଅବସ୍ଥା ବେହାଲ

ସୁବର୍ଣ୍ଣପୁର : ତରବରିଆ ଭାବେ ରାସ୍ତା କଡ଼ରେ ବସୁଥିବା ହାଟ ଉଠାଇ ଛଅ ଦିନ ପୂର୍ବରୁ ବ୍ଲକଛକ ଡିଏଓ କଲୋନୀ ପଛପଟ ରାସ୍ତା କଡରେ ପୌର ପ୍ରଶାସନ ଆରମ୍ଭ କରାଇଥିଲା ଦୈନିକ ହାଟ । ତେବେ ସପ୍ତାଏ ମଧ୍ୟରେ ସେହି ହାଟର ଅବସ୍ଥା ବେହାଲ ହୋଇଯାଇଛି । ଅସରାଏ ବର୍ଷାରେ ହାଟ ଭିତରେ ପାଣି କାଦୁଅ
Read More...

ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର ୧୩।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୬୦୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଫୁଲବାଣୀ କୋର୍ଟ ପରିସରକୁ କୋଭିଡ ଗାଇଡ଼ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି

ଫୁଲବାଣୀ: କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଓକିଲ ସଂଘର ସଭାପତି ସିଧେଶ୍ୱର ଦାଶ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟଙ୍କ ଏକ ଆପାତକାଳୀନ ବୈଠକ ଡକାଇ କୋର୍ଟ କାର୍ଯ୍ୟ
Read More...