Monthly Archives

January 2022

ରାଜ୍ୟରେ ୯ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୮୭୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୧୫୪୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ପଞ୍ଚଭୂତରେ  ଲୀନ ହେଲେ ଅଭିନେତା ମିହିର ଦାସ

କଟକ : ପଞ୍ଚଭୂତରେ  ଲୀନ ହେଲେ ଅଭିନେତା ମିହିର ଦାସ । କଟକ ସତୀଚୈରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ନେଲେ ଶେଷ ବିଦାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅର୍ନର ଦିଆଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ୬୩
Read More...

ଗଞ୍ଜେଇ ଚୋରାଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢ଼ାଉ,ଗଞ୍ଜେଇ ଭର୍ତ୍ତି କାର୍‌ ସହ ତିନିଜଣ ମାଫିଆ ଗିରଫ

ବାଲିଗୁଡା: ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢ଼ାଉ । ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ତିନିଜଣ ମାଫିଆଙ୍କୁ ଗିରଫ କରିବା ସହ ଚୋରାଚାଲାଣରେ ବ୍ୟବହୃତ ଏକ ଜାଇଲୋ କାରକୁ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ମହାମାରୀ କରୋନାକୁ ନେଇ
Read More...

ପଡ଼ିଆରେ କୋହଲି-ଏଲଗାର ଯୁକ୍ତିତର୍କ

କେପଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ଆଜି ପ୍ରଥମ ଦିବସରେ ଏକ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚର ୫୨ତମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍‌ ନେଇ ଅନେକ ଡ୍ରାମା ହୋଇଥିଲା । ୫୨ତମ ଓଭର ଚାଲିଥିବାବେଳେ ଡେନ ଅଲିଭିଆର ଚତୁର୍ଥ ବଲରେ କୋହଲି ଆଉଟ
Read More...

ଦୀର୍ଘ ୨୫ ବର୍ଷ ପରେ ପୁଣି ବଜାରକୁ ଆସୁଛି ଏହି ବାଇକ୍‌

ଯୁବ ବର୍ଗଙ୍କ ମଧ୍ୟରେ ବାଇକ ପ୍ରତି ଏକ ବିଶେଷ ଆକର୍ଷଣ ରହିଥାଏ । ବଜାରକୁ ଯେ କୌଣସି ଏକ ନୂଆ ମଡେଲର ବାଇକ ଆସିଲେ,ତା ସଂପର୍କରେ ଜଣିବାର ଆଗ୍ରହ ଥାଏ । କିଣିନପାରିଲେ ମଧ୍ୟ ଟିକିନିଖି ଖବର ରଖନ୍ତି । କିନ୍ତୁ ଧନୀ ବ୍ୟକ୍ତିମାନେ କାଳ ବିଳମ୍ବ ନକରି କିଣିଥାନ୍ତି । ସେହିପରି ଅନେକ ଲୋକଙ୍କର
Read More...

ମହିଳା ଏସିଆନ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଆସନ୍ତା ମହିଳା ଫୁଟବଲ ଏସିଆନ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୨୩ ଜଣଙ୍କୁ ନେଇ ଦଳ ଗଠିତ ହୋଇଛି । ଅଣ୍ଡର-୧୯ ସାଫ ଚାମ୍ପିଅନସିପସରେ ଗତବର୍ଷ ଖେଳିଥିବା ଦଳର ୪ ଜଣ ଯୁବ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିଛି । ତେବେ କ୍ୟାପଟେନଙ୍କ ନାମ ଘୋଷଣା ହୋଇନି ।
Read More...

ପୁଣି ଶତକରୁ ବଞ୍ଚିତ ହେଲେ ବିରାଟ, ଭାରତ ୨୨୩ରେ ଅଲଆଉଟ

କେପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ତାର ପ୍ରଥମ ଇନିଂସରେ ମାତ୍ର ୨୨୩ ରନ କରି
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୧୧/୧:-ବୌଦ୍ଧ ବ୍ଲକ ଜାନୁଆରୀ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମ ଆଧାରରେ ଉକ୍ତ ବୈଠକ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା
Read More...

ନୟାଗଡ଼ରୁ ପୁଣି ଜବତ୍‌ ହେଲା ଧଳା ଜହର

ଦଶପଲ୍ଲା,୧୧/୧ : - ନୟାଗଡ଼ ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ନୟାଗଡ଼ ଟାଉନଥାନା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ
Read More...

ରଥଯାତ୍ରା ପାଇଁ ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା

ଦଶପଲ୍ଲା,୧୧/୧ : - ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ନୟାଗଡ ଼ଜିଲ୍ଲାଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା
Read More...