Monthly Archives

January 2022

ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍‌ ଉଦଯାପିତ

ଭୁବନେଶ୍ୱର : ଭିଏସସନଗର ମା ଗୋଜବାୟାଣି କ୍ରିକେଟ୍‌ କ୍ଲବ ତରଫରୁ ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍‌ ଉଦଯାପନ ଉତ୍ସବରେ ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଓ ଓଡିଶା ମୋ ପରିବାରର ଆବାହକ ଅରୁପ କୁମାର ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସମ୍ପାଦକ କୁନ ବିହାରୀ ଦାସ, ଓଡ଼ିଶା
Read More...

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌

ଭୁବନେଶ୍ୱର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ କମିଶନର୍‌ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ଉପରେ ଅବଗତ କରାଇଛନ୍ତି । ତେବେ ଆସନ୍ତାକାଲି ୧୧.୩୦ ରେ ନିର୍ବାଚନ ଆୟୋଗ ପଞ୍ଚାୟତ
Read More...

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇଛି ।ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୬ ଜଣ ସ୍ୱୟଂ
Read More...

ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି

ପୁରୀ : ଚନ୍ଦନପୁର ସୁନ୍ଦର ଗ୍ରାମରେ ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି ।ସୂଚନା ମୁତାବକ ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ବହୁ ପୁରାତନ ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଅଷ୍ଟଧାତୁର ଲଷ୍ମୀ ନୃସିଂହ ମୂର୍ତ୍ତି
Read More...

ଅହମ୍ମଦାବାଦର ମଙ୍ଗ ଧରିଲେ ଲୋକାଲ ହିରୋ

ନୂଆଦିଲ୍ଲୀ : ଫିଟନେସ୍‌ ସମସ୍ୟା ସହ ସଂଘର୍ଷ କରୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆଇପିଏଲ୍‌ ୨୦୨୨ ପାଇଁ ଅଧିନାୟକ କରିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ନିଷ୍ପତ୍ତି ନେଇଛି । ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିନଥିଲେ ।
Read More...

ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ : ଆଜି ଠାରୁ ଚଳିତ ବର୍ଷ ୨୦୨୨ ର ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଛି । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱ ବଧାରକ ସୁଦର୍ଶନ ମେକାପଙ୍କ ନୀତି ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ
Read More...

ମାର୍ଚ୍ଚ ଯାଏଁ ରହିବ ତୃତୀୟ ଲହର

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହରର ବିପଦ ଜାରି ରହିଛି । ଏବେ ଦୈନିକ ସଂକ୍ରମଣ ୧.୭୯ ଲକ୍ଷରେ ପହଞ୍ଚିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଫେବୃଆରୀ ଆରମ୍ଭରେ ତୃତୀୟ ଲହର ଶିଖର ଦେଶରେ ଆସିପାରେ । ଦିଲ୍ଲୀ ଓ ମୁମ୍ବାଇରେ ତୃତୀୟ ଲହରର ଶିଖର ଜାନୁଆରୀ ୧୫ରେ ଆସିପାରେ । ଆଇଆଇଟି କାନପୁରର
Read More...

କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

ଫୁଲବାଣୀ : କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ କନ୍ଧମାଳ ଗସ୍ତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡିଗଡ଼ ମାନସିଂ ମିନି ଷ୍ଟାଡିୟମରେ ବାୟୁସେନା ହେଲିକେପ୍ଟରରେ ପହଁଚି ମୁଣ୍ଡିଗଡରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ
Read More...

ପାଣ-ଗଣ୍ଡା ସମାଜ ପକ୍ଷରୁ ଅସହାୟଙ୍କୁ କମ୍ବଳ ଏବଂ ଶାଢୀ ବଣ୍ଟନ

ବୌଦ୍ଧ : କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତ ଅନ୍ତର୍ଗତ ମଲ୍ଲିକୁଦ୍‌ କୋଠ ଘର ପ୍ରାଙ୍ଗଣରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନର ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ସହଯୋଗ କ୍ରମେ ଓ ସଂଗଠନ ସଂପାଦକ ଦେବଦତ୍ତ ସାଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅସହାୟ
Read More...

ସୁବର୍ଣ୍ଣପୁରରେ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ

ସୁବର୍ଣ୍ଣପୁର : କୋଭିଡ ମହାମାରୀର ତୃତୀୟ ଲହର ବା ଓମି୍‌କ୍ରିନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ଦେଶରେ କୋଭିଡ ବୁଷ୍ଟର ଡୋଜ ଟିକାକରଣକୁ ଆରମ୍ଭ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ବୁଷ୍ଟର ଡୋଜ ଟିକାକରଣର
Read More...