Monthly Archives

January 2022

ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ
Read More...

ବାଇକ ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

ଗଞ୍ଜାମ : ବ୍ରହ୍ମପୁର ସଦର ଏସଡିପିଓ ଭାବେ ଦାୟିତ୍ୱ ନେଇ ଯୋଗ ଦେଇଥିବା ଦକ୍ଷ ପୋଲିସ ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ବଡ଼ ଧରଣର ଚୋରା ଗାଡି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛନ୍ତି । ଏହି ଗ୍ୟାଙ୍ଗରେ ସାମିଲ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର
Read More...

ରାଜ୍ୟରେ ଶହେ ଟପିଲା ଓମିକ୍ରନ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଆଉ ୨୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲ୍‌ଏସ୍‌ ସୂଚନା ଦେଇଛି ।
Read More...

ଯୋଗିମୁଣ୍ଡା ସର୍କଲ ସ୍ତରୀୟ କୋଶଳିଆ ମାଳିସମାଜ ବିକାଶ ପରିଷଦର ବାର୍ଷିକ ସଭା

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ସର୍କଲ ସ୍ତରୀୟ କୋଶଳିଆ ମାଳିସମାଜ ବିକାଶ ପରିଷଦ ପକ୍ଷରୁ ୧୧ ତମ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଯୋଗିମୁଣ୍ଡା ସର୍କଲର ଅଞ୍ଚଳ ସଭାପତି ନିତାଇ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ
Read More...

ଏକାଠି ହେଲେ ବିରୋଧୀ, ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ କଲେ ଦାବି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି
Read More...

କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ

ଗଞ୍ଜମ : କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସମସ୍ତ ବିଏଡ଼ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀମତୀ ସରସ୍ୱତୀ ଅକାରୀଙ୍କୁ ସଭାନେତ୍ରୀ, ପ୍ରଦୀପ କୁମାର ରାଉତଙ୍କୁ କାର୍ଯ୍ୟକାରୀ ସଭାପତି,
Read More...

ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ।ରାଜ୍ୟରେ କରୋନା ମହାମାରୀର ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି
Read More...

ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯିବ । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜିତି ଟିମ୍‌ ଇଣ୍ଡିଆ ଏହି ସିରିଜରେ ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ଭାରତକୁ
Read More...

କୁନି ଝିଅର ଉଚ୍ଚ ଆକାଂକ୍ଷା, ମୁଁ ଜଜ୍‌ ହେବି ମ୍ୟାଡମ !

ପାଟଣାଗଡ଼ : ମୁଁ ଜଜ୍‌ ହେବି ମ୍ୟାଡମ,ଅପରାଧୀମାନଙ୍କୁ ଉଚିତ୍‌ ଦଣ୍ଡଦେବି । ଏମିତି କହିଥିବା ଏକ କୁନି ଝିଅକୁ ନିଜର ସିଟ୍‌ ରେ ବସାଇ ତହସିଲଦାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ
Read More...

କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଏନେଇ ଜାରି ରହିଥିବା ତାଲିକା ପ୍ରକାରେ ମୋଟ ୫୫୪୫୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ପୁରୁଷ ୨୬୮୪୭୨ ଭୋଟର ଥିବାବେଳେ ୨୮,୬୦୦୭ ଜଣ ମହିଳା ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ
Read More...