Monthly Archives

January 2022

ଗଣିଆ ପଞ୍ଚାୟତର ନୂତନ ଗୃହକୁ ଉଦଘାଟନ କଲେ ବିଧାୟକ

ନୟାଗଡ଼ : ନୟାଗଡ଼ ଜିଲା ଗଣିଆ ବ୍ଲକ୍‌ ଅନ୍ତର୍ଗତ ଗଣିଆ ଗ୍ରାମପଞ୍ଚାୟତର ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ
Read More...

ହାରୁ ହାରୁ ବର୍ତ୍ତିଗଲା ଇଂଲଣ୍ଡ, ଚତୁର୍ଥ ଆଶେସ୍‌ ଟେଷ୍ଟ ଡ୍ର

ସିଡନୀ : ଜ୍ୟାକ୍‌ କ୍ରାଉଲି (୭୭) ଏବଂ ବେନ୍‌ ଷ୍ଟୋକ୍ସ (୬୦)ଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସାହସିକ ପ୍ରଦର୍ଶନ ବଳରେ ଆଶେସର ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ହାରୁ ହାରୁ ବର୍ତ୍ତି ଯାଇଛି । ଇଂଲଣ୍ଡ ଦଳ ପଞ୍ଚମ ଦିନ ଖେଳ ଶେଷ ବେଳକୁ ୯ ଉଇକେଟ
Read More...

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବେ ଆୟେଶା ମଲିକ, ଜାଣନ୍ତୁ ତାଙ୍କ ବିଷୟରେ କିଛି..

କରାଚୀ : ପାକିସ୍ତାନର ନ୍ୟାୟିକ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଜଣେ ମହିଳା ପାକିସ୍ତାନର ସୁପ୍ରିମକୋର୍ଟରେ ବିଚାରପତି ହେବେ । ପାକିସ୍ତାନର ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଆୟେଶା ମଲିକଙ୍କ ନିଯୁକ୍ତି ପାଇଁ ରାସ୍ତା ସଫା ହୋଇଯାଇଛି । ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା
Read More...

ରାମ ଲିଙ୍ଗେଶ୍ୱର ସମବାୟ ସମିତିରେ କିଣା ହୋଇପାରୁନି ଧାନ, ଚାଷୀ ନିରାଶ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଠାରେ ଥିବା ରାମଲିଙ୍ଗେଶ୍ୱର ସମବାୟ ସମିତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ବୃନ୍ଦାବତୀ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ଗତକାଲି ଚାଷୀଙ୍କ ଠାରୁ ଧାନ କ୍ରୟ ସକାଶେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ
Read More...

ଗଜପତି ଜିଲ୍ଲାରେ କିଶୋରକିଶୋରୀଙ୍କୁ ଟିକା ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ବର୍ଷରୁ ୧୮ ବର୍ଷ ବୟସର ଛାତ୍ର ଛାତ୍ରୀ ଏବଂ ଯୁବକଯୁବତୀଙ୍କୁ କୋଭିଡ ଟିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରଦାନ କରାଯାଇଛି । ସେହିପରି ପାରଳାଖେମୁଣ୍ଡିର ଶିଶୁ ମନ୍ଦିର, ସହରର ରାଟୋରି କ୍ଳବ, ମୋହନା
Read More...

ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ବର୍ବରତା କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଦୁଇ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଏମିତି ଏକ ଘଟଣା ଘଟିଛି ଜାଙ୍ଗଲା ଥାନା ବେଲଚାର ଗ୍ରାମରେ ।
Read More...

ବୁର୍ଲା ପାୱାର ଚାନେଲରେ ଭାସିଗଲେ ନାବାଳକ

ସମ୍ବଲପୁର : ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ। ଏଭଳି ଏକ ଘଟଣା ଘଟିଛି ବୁର୍ଲା ସ୍ଥିତ ପାୱାର ଚାନେଲରେ। ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର। ତା’ ଘର ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ। ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା
Read More...

ଦିଲ୍ଲୀରେ କରୋନା ହାହାକାର, ୬ ପ୍ରମୁଖ ହସ୍ପିଟାଲର ୭୫୦ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ : ପୁଣି ଥରେ ମହାମାରୀ କରୋନାଭାଇରସ୍‌ ସାରା ଦେଶରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ସାଧାରଣ ଜନତାଙ୍କ ସହ କରୋନା ୱାରିୟର୍ସ ମଧ୍ୟ ଏହି ଜୀବାଣୁଙ୍କ ଅଧୀନରେ ଆସିଛନ୍ତି । ବର୍ତ୍ତମାନ, ଦିଲ୍ଲୀର ୬ ପ୍ରମୁଖ ଡାକ୍ତରଖାନାରେ ଅତି କମରେ ୭୫୦ ଡାକ୍ତର, ନର୍ସ ଏବଂ ପାରାମେଡିକ୍‌
Read More...

କୋଭିଡକୁ ନେଇ ପୌର ପରିଷଦ ପକ୍ଷରୁ ସହରରେ ସଚେତନତା

ଗଜପତି,୯/୧- ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମାଇକ ଯୋଗେ ଲୋକଙ୍କୁ ସଚେତନ କରିଛନ୍ତି । ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି
Read More...

ଟିମ୍‌ ଇଣ୍ଡିଆରେ ନିଜ ଭୂମିକାକୁ ନେଇ ଏମିତି କହିଲେ ଭେଙ୍କଟେଶ ଆୟର

ନୂଆଦିଲ୍ଲୀ : ଆଇପିଏଲ୍‌ ଏବଂ ବିଜୟ ହାଜାରେ ଟ୍ରଫିରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ଭେଙ୍କଟେଶ ଆୟର୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆୟର୍‌ଙ୍କୁ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ୨୭ ବର୍ଷୀୟ
Read More...