Monthly Archives

January 2022

ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତା ସୋମବାରଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ଆଜି ବସିଥିବା ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ
Read More...

ଆସିପାରେ ଆହୁରି ଭୟଙ୍କର ପ୍ରଜାତିର କରୋନା ଭୂତାଣୁ

ନୂଆଦିଲ୍ଲୀ : ଏବେ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ଉଭୟ କରୋନା ଓ ଓମିକ୍ରନ । ଓମିକ୍ରନ ଅତି ଭୟଙ୍କର ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏଥିରେ ଅନେକଙ୍କର ପ୍ରାଣ ମଧ୍ୟ ଗଲାଣି । ଏହାର ମୁକାବିଲା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁନାହିଁ ।
Read More...

ପ୍ରଧାନମନ୍ତ୍ରୀଙ୍କର ଦିନକର ସୁରକ୍ଷା ଖର୍ଚ୍ଚ ୨କୋଟି ଟଙ୍କା

ନୂଆଦିଲ୍ଲୀ : ଭାରତରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ହୋଇଥାଏ ବିପୁଳ ଅର୍ଥ । ଏହି ଭିଭିଆଇପିମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଛି ସ୍ୱାତନ୍ତ୍ର୍ୟ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାବଦ ଖର୍ଚ୍ଚ ଜାଣିଲେ ଯେ କେହି
Read More...

୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: କରୋନା ପାଇଁ କଟକଣାକୁ ଆହୁରି କଡା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ ଘୋଷଣା କରାଯାଇଛି । ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ । ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି । ତେବେ
Read More...

ଓବିସିଙ୍କୁ କୋଟାରୁ ବାଦ ଦେଲେ ତୀବ୍ର ଆନ୍ଦୋଳନ ହେବ :ଭାଜପା

ସୁବର୍ଣ୍ଣପୁର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗ ଜୋର ଧରିବାରେ ଲାଗିଛିା ପୂର୍ବ ୫ ଟି ନିର୍ବାଚନ ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଚଳିତ ଥର ଏଥିରୁ ଏହି ବର୍ଗକୁ ବଂଚିତ କରାଯାଇ ଥିବା ପ୍ରତିବାଦରେ ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା
Read More...

ଆଠମଲ୍ଲିକ ଅଞ୍ଚଳର ଏହି ସବୁ ସ୍ଥାନରେ ଆଜିଠୁ ଲାଗିବ ନାଇଟ୍‌ କର୍ଫ୍ୟୁ

ଆଠମଲ୍ଲିକ : ରାଜ୍ୟରେ କରୋନା ମାମଲା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଚେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଏହିକ୍ରମରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରିଛି । ଏସ୍‌ଆରସିଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଜିଲ୍ଲାପ୍ରଶାସନ
Read More...

ଜୀ ସାର୍ଥକ ରେ ଅନୁଭବଙ୍କ ନୂଆ ଗେମ୍ ସୋ “ଦାଦାଗିରି”

ଜୀବନର ଛୋଟରୁ ଛୋଟ କାମ ବି ନିଏ ବିଶାଳ ରୂପ। ଯଦି ସେଥିରେ ଥାଏ, ହୃଦୟର ସ୍ପର୍ଶ। ଛୋଟରୁ ଛୋଟ ସ୍ଵପ୍ନ ଦିନେ ଛୁଏଁ, ସଫଳତାର ଶିଖର। ଯଦି ତାହା ଦେଖାହୁଏ ହୃଦୟରୁ। ଏକଥା ଅନୁଭବଙ୍କର ନୁହଁ… ତାଙ୍କ ମାଆଙ୍କର। ତେଣୁ ଆଜି ଯାଏଁ ଅନୁଭବ ଯାହା କିଛି କରିଛନ୍ତି ତାଙ୍କ ହୃଦୟରୁ । ଆଉ ଓଡ଼ିଶାର
Read More...

କୋଠଘର ପାଇଁ ଶୁଭଦେଲେ ବିଧାୟକ

ଦଶପଲ୍ଲା,୭/୧: - ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମ ଠାରେ ନୂତନ କୋଠ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦୁର୍ଗାପ୍ରସାଦ ଗ୍ରାମରେ ଏକ କୋଠଘରର
Read More...

ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବାଲିଗୁଡ଼ା,୭/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି
Read More...

କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ

ଫୁଲବାଣୀ : ପୁଣି ରାଜ ରାସ୍ତାରେ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ । ଏଥର ଲଢେଇ ହେବ ମୋବାଇଲ ଟାୱାର ପାଇଁ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଲୋକଙ୍କ ପାଇଁ ମୋବାଇଲ୍‌ ସେବା ସାତ ସପନ । ଗୋଟେ ପଟେ
Read More...