Monthly Archives

January 2022

ଆପ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ

କଣ୍ଟାବଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟି ନେତା ସୁରଥ ବେହେରାଙ୍କ ନେତୃତ୍ୱରେ ୧୪ଦଫା ଦାବିକୁ ଭିତ୍ତି କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାର୍ଦ୍ଧବ୍ୟ, ବିଧବା ଓ ଭିନ୍ନକ୍ଷମକୁ ତିନି ମାସର
Read More...

ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସୋନପୁର ସହର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା
Read More...

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌; ୧୬ ମୃତ, ୨୬ ଗୁରୁତର

ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଏଥିରେ ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି। ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ
Read More...

ପଞ୍ଚାୟତ ନିର୍ବାଚନ: ଜିଲ୍ଲାକୁ ପଠାଗଲା ଭୋଟ ସାମଗ୍ରୀ

ଭୁବନେଶ୍ୱର,: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ପ୍ରକ୍ରିୟା ଏବେ ଅଧିକ ଜୋର ଧରିଛି । ରାଜ୍ୟ ନିର୍ବାଚନ ଏଦିଗରେ ଗୋଟିଏ ପରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ କମିଶନଙ୍କ କାର୍ଯ୍ୟାଳୟରୁ ଆଜି ପଞ୍ଚାୟତକୁ ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ ଓ
Read More...

ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ବର : ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଏକାଧିକ ପଜିଟିଭ୍ କେସ୍ ବାହରି ଥିବାରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ
Read More...

ଐତିହାସିକ ବିଜୟ ଉତ୍ସବ ମନାଇଲା ବାଂଲାଦେଶ, ଦେଖନ୍ତୁ ଭିଡିଓ

ମାଉଣ୍ଟ ମାଉଙ୍ଗାନୁଇ : ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ କ୍ରିକେଟ୍‌ ଦଳ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୧ ରୁ ଜାନୁୟାରୀ ୫ ମଧ୍ୟରେ ମାଉଣ୍ଟ ମାଉଙ୍ଗାନୁଇର ବାଇ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ
Read More...

ବିଦେଶୀ ପକ୍ଷୀଙ୍କ ସମାଗମରେ ମୁଖରିତ ସାତକୋଶିଆ ଗଣ୍ଡ, ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଗଣିଆ : ଅଧିକ ଶୀତ, ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ନୟାଗଡ଼ ମହାନଦୀର ସାତୋକୋଶିଆ ଗଣ୍ଡ ଓ ପଦ୍ମତୋଳା ଅଭୟରଣ୍ୟକୁ ଚାଲି ଆସନ୍ତି
Read More...

ହୋମ ଆଇସୋଲେସନ ପାଇଁ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ପକ୍ଷରୁ ସଂଶୋଧିତ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱଳ୍ପ ଓ ଲକ୍ଷଣହୀନ ଆକ୍ରାନ୍ତ ଅଧିକ ରହୁଥିବାରୁ ଗାଇଡଲାଇନ୍ ଜାରି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ରୋଗୀ ଆଇସୋଲେସନରେ ରହିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ
Read More...

କ୍ୟାବିନେଟ୍ ବୈଠକ: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲା ତୁରନ୍ତ ଫଇସଲା ପାଇଁ
Read More...

ଓଡିଶାରେ ଦିଲ୍ଲୀ ପରି ସ୍ଥିତି ହେବା ଆଶଙ୍କା !

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଓଡ଼ିଶାରେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ସଂକ୍ରମଣ ବଢ଼ୁଥିଲା। ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ବର୍ତ୍ତମାନ ଯେପରି
Read More...