Monthly Archives

January 2022

ରେକର୍ଡ! ଦିନକରେ ୧୦ ଲକ୍ଷ ଆକ୍ରାନ୍ତ

ୱାଶିଂଟନ: କରୋନା ଓ ଓମିକ୍ରନ ବିଭିନ୍ନ ଦେଶରେ ଭୟଙ୍କରଭାବେ ଲୋକଙ୍କୁ ସଂକ୍ରମିତ କରିଚାଲିଛି । ଆମେରକାରେ ପରିସ୍ଥିତି ଏବେ ଅତି ସାଂଘାତିକ । ଦୈନିକ ସଂକ୍ରମଣରେ ସାରା ବିଶ୍ୱରେ ଏହା ସମସ୍ତଙ୍କୁ ଟପି ଶୀର୍ଷରେ ପହ ିଛି । ଆଜି ସ୍ଥିତି ଆହୁରି ସାଂଘାତିକ । ଗତ ୨୪ ଘଣ୍ଟାରେ ଅର୍ଥାତ ଦିନକରେ ୧୦
Read More...

ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଓମିକ୍ରମ ସଂକ୍ରମମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଲାଗି ରହିଛି । ଏହାର ଦୈନିକ ସଂକ୍ରମଣ ଉଦବେଗଜନକ ଭାବେ ବଢିଚାଲିଛି । ପ୍ରତିଦିନ ଚିନ୍ତା ବଢାଇଲା ଭଳି ପଜିଟିଭ ଚିହ୍ନଟ ହେଉଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ ର୍ମାନ ୧୯୦୦ ମୁହାଁ । ତାସହିତ ଦେଶରେ କରୋନାର
Read More...

ଆସିଲା କୋର୍ଟ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବୈବାହିକ ବିବାଦ ମାମଲା ଆଜି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଉଭୟ ସୁମିତ ଓ ତପସ୍ୱିନୀ ଏଣିକି ଏକାଠି ରହିବେ । ସୁମିତଙ୍କ ଘରେ ତପସ୍ୱିନୀ ଏକାଠି ରହିବା ନେଇ ଜିଲ୍ଲା କୋର୍ଟ ଆଜି ରାୟ ଦେଇଛନ୍ତି । ରାୟ ଅନୁଯାୟୀ ସୁମିତ ତପସ୍ୱନୀଙ୍କୁ
Read More...

୨୦ରୁ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଖେଳିବେ ସେହ୍ୱାଗ, ଯୁବରାଜଙ୍କ ସମେତ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ଓମାନରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ରେ ଭାରତର ପୂର୍ବତନ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଦେଖିବାକୁ ମିଳିବ । ଏହି ଖେଳାଳିମାନେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ । ଏହି ଲିଗରେ ତିନୋଟି ଦଳ ଭାଗ ନେବେ । ଭାରତ
Read More...

ସମେଟିଭ୍ ପରୀକ୍ଷାକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସମେଟିଭ ପରୀକ୍ଷା-୧ କରାଯାଇଉଛି । ଏହି ପରୀକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓ ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ ଓ ଠକ୍ ସମୟରେ ସରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ସୂଚନା
Read More...

ନବରଙ୍ଗପୁର ମହାବିଦ୍ୟାଳୟ ରେ “ଯୁବ ସଂସ୍କାର’ କାର୍ଯ୍ୟକ୍ରମ ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଏନସିସିର ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ଯୁବ ସଂସ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜରେ
Read More...

ବ୍ୟବସାୟୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକ

ସୁବର୍ଣ୍ଣପୁର : ଗତ ରାତିରେ ମୟୂରଉଡାନ ପଂଚାୟତ ସାର୍ଗୁଣାମୁଣ୍ଡା ଗାଁର ଜଣେ ମେଳାପୀ ବ୍ୟକ୍ତି ତଥା ପରିଚିତ ବ୍ୟବସାୟୀ ବୁଡୁ ସାହୁ( ୮୦)ଙ୍କ ହୃଦଘାତରେ ପରଲୋକ ଘଟି ଥିବାରୁ ତାଙ୍କର ଗାଁ ସମେତ ସାରା ମୟୂର ଉଡାନ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ଗାଁ ଶ୍ମଶାନ ଘାଟରେ ଶ୍ରୀ ସାହୁଙ୍କ
Read More...

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ, ଧରାପଡିଲେ ଲୁଟେରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ବାଣୀଗୋଛା ବଜାରରେ ଥିବା ଏଟିଏମ୍‌ ଲୁଟ୍‌ ହେବାବେଳେ ଧରାପଡିଲେ ଲୁଟେରା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ର ୧.୪୫ ମିନିଟରେ କେନ୍ଦ୍ରାପଡା ଅଂଚଳର ଦୁଇ ଲୁଟେରା ଗ୍ୟାସ୍‌ କଟର ସହିତ ଏକ କାରରେ ଆସି ଏଟିଏମ୍‌ ଲୁଟ୍‌ କରିବା ପାଇଁ
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି
Read More...

ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ:ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଉଛି । ସୂଚନାନୁସାରେ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇସାରିଛି । ସୂଚନା
Read More...